slogan against israel and america

ଇରାନରେ ଭୟଙ୍କର ରୂପ ନେଲାଣି ହିଜାବ ବିରୋଧୀ ଆନ୍ଦୋଳନ । ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ଇରାନ୍‌ରେ ୫୦ରୁ ଅଧିକ ଆନ୍ଦୋଳନକାରୀଙ୍କ ମୃତ୍ୟୁ ହେଲାଣି । ଏହାସହ ୬୦ ମହିଳା...