ENTERTAINMENT ଜିନତଙ୍କ ଲିଭଇନ୍ ଫର୍ମୁଲା, ତାତିଲେ ମୁମତାଜ୍ ଓ ସାଇରା ବାନୁ April 20, 2024 topmost ନବେ ଦଶକର ଜଣେ ପ୍ରସିଦ୍ଧ ଅଭିନେତ୍ରୀ ଜିନତ ଅମାନ ନିକଟରେ ଲିଭ୍-ଇନ୍ ସମ୍ପର୍କ ଉପରେ ନିଜର ମତ ରଖିଥିଲେ। ଏହା ପରେ ସେ ଅନ୍ୟ ଦୁଇ ସମସାମୟିକ...