1 min read NATIONAL ୫ ପ୍ରତିଶତ ତଳେ ଦେଶର ଦାରିଦ୍ର୍ୟ ହାର February 26, 2024 topmost ଦେଶରେ କମିଛି ଦାରିଦ୍ର୍ୟ ହାର । ୫ ପ୍ରତିଶତ ତଳେ ରହିଛି ଦାରିଦ୍ର୍ୟ ହାର । ନିତି ଆୟୋଗ ଦ୍ୱାରା ଜାରି ହୋଇଥିବା ରିପୋର୍ଟରୁ ଏହା ଜଣାପଡିଛି...