Petition to stop all free services

ଦିପାବଳୀ ପୂର୍ବରୁ ଝଟ୍‌କା ଦେବାଭଳି ଖବର ସମସ୍ତଙ୍କୁ ଚିନ୍ତାରେ ପକାଇଛି। ହଁ, ଯଦି ଏହା ଠିକ୍‌ ତେବେ ଶୀଘ୍ର ସମସ୍ତ ମାଗଣା ସରକାରୀ ଯୋଜନା ବନ୍ଦ ହୋଇଯିବ...