ରାଜ୍ୟରେ ବଦଳିବ ପ୍ରାଥମିକ ଶ୍ରେଣୀଗୃହର ପରିବେଶ । ୧୬ ଜିଲ୍ଲାର ୬ ହଜାର ପ୍ରାଥମିକ ସ୍କୁଲ ହେବ ଅତ୍ୟାଧୁନିକ । ଛାତ୍ରଛାତ୍ରୀଙ୍କ କୋମଳ ମନରେ ଶିକ୍ଷା ପ୍ରତି...
odisha
ଓଡିଶାର ଶୃଙ୍ଖଳିତ ବିତ୍ତୀୟ ପରିଚାଳନାକୁ କେନ୍ଦ୍ରର ପ୍ରଶଂସା । କମୁଛି ମୁଣ୍ଡପିଛା ଋଣବୋଝ । ରାଜ୍ୟ ସରକାରଙ୍କ ଶୃଙ୍ଖଳିତ ବିତ୍ତୀୟ ପରିଚାଳନା ଲଗାତାର ଭାବେ ଜାତୀୟସ୍ତରରେ ଚର୍ଚ୍ଚିତ...
ଆଜିଠୁ ଆରମ୍ଭ ହେଉଛି ପରିବହନ ବିଭାଗର ସ୍ପେଶାଲ ଡ୍ରାଇଭ । ନାବାଳକ ଗାଡ଼ି ଚାଳକ ସାବଧାନ । ଏମାନଙ୍କ ଉପରେ ରଖାଯିବ ସ୍ବତନ୍ତ୍ର ନଜର । ବିଭିନ୍ନ...
ପୁଣି ଓଡ଼ିଶାର ସଫଳତାକୁ ସମ୍ମାନ । ଓଡ଼ିଶା ରାଜ୍ୟ କୃଷି ବିପ୍ପଣନ ବୋର୍ଡକୁ ସ୍କଚ୍-୨୦୨୩ ପୁରସ୍କାର । କୃଷିରେ ରୌପ୍ୟ ବର୍ଗରେ ଇ-ନାମ୍ ନିମନ୍ତେ ପୁରସ୍କାର ପ୍ରଦାନ...
ବଙ୍ଗୋପସାଗରରେ ବସା ବାନ୍ଧୁଛି ଘୂର୍ଣ୍ଣିବଳୟ । ଉକ୍ତ ଘୂର୍ଣ୍ଣିବଳୟଟି ଉତ୍ତର -ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହେବା ସହ ଆସନ୍ତା ୧୯ ତାରିଖରେ ଲୋ ପ୍ରେସରରେ ପରିଣତ ହେବାନେଇ...
ଆଜିଠୁ ଯୁକ୍ତଦୁଇ ପ୍ରଥମ ପର୍ଯ୍ୟାୟ ନାମଲେଖା । ୧୩ ତାରିଖ ଯାଏଁ ନାମ ଲେଖାଇବେ ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀ । ସକାଳ ୯ଟାରୁ ସନ୍ଧ୍ୟା ୫ଟା ଯାଏଁ...
କାଳବୈଶାଖୀର ମୁକାବିଲା ଓ ନିରବଚ୍ଛିନ୍ନ ବିଜୁଳି ସେବାକୁ ସୁନିଶ୍ଚିତ କରିବା ପାଇଁ ଅଣ୍ଟା ଭିଡ଼ିଛି ଟାଟା ପାୱାର । ସ୍ୱାଭାବିକ ବିଜୁଳି ସେବା ଯୋଗାଇ ଦେବା ଲକ୍ଷ୍ୟରେ...
ଆସନ୍ତାକାଲି ସୁଦ୍ଧା ଓଡ଼ିଶା ଛୁଇଁପାରେ ମୌସୁମୀ । ବାୟୁମଣ୍ଡଳର ନିମ୍ନ ଭାଗରେ ଦୃଶ୍ୟମାନ ହେଉଥିବା ବାୟୁର ଚଳାଚଳ ପଶ୍ଚିମ ଦିଗରୁ ପ୍ରବାହିତ ହେଉଛି । ଦିନେ ଦୁଇ...
() ତାତିରୁ ମିଳିବ ମୁକ୍ତି । ଓଡ଼ିଶାକୁ ପ୍ରବେଶ କରିବ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ଆଜିଠୁ ଓଡ଼ିଶାରେ କିଛି ସ୍ଥାନରେ ବର୍ଷା ହେବ । ଆସନ୍ତାକାଲିଠୁ...
ଜୁନ ୯ ତାରିଖ ସୁଦ୍ଧା କେରଳ ଛୁଇଁପାରେ ମୌସୁମୀ । ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆସିବା ପାଇଁ ପାଗ ଅନୁକୂଳ ରହିଥିବା କହିଛନ୍ତି ପାଣିପାଗ ବିଜ୍ଞାନୀ...