The Topmost

“The eyes believe themselves, the ears believe other people.”

odisha

ବାରବାଟୀ ଷ୍ଟାଡିୟମର ଅଧା ମାଲିକାନା ଯିବ ଓସିଏ ହାତକୁ । ପୂର୍ବରୁ ଓଡ଼ିଶା ଅଲିମ୍ପିକ ସ˚ଘ ରାଜ୍ୟ ସରକାରଙ୍କଠୁ ଜମି ଲିଜ୍‌ରେ ନେଇ ଏହାର ମାଲିକାନା ଜାହିର...

ଆସନ୍ତା ନଭେମ୍ବର ୮ତାରିଖରୁ ୧୬ତାରିଖ ପର୍ଯ୍ୟନ୍ତ ପ୍ରସିଦ୍ଧ କଟକ ବାଲିଯାତ୍ରା । ବାଲିଯାତ୍ରାକୁ ରାଜ୍ୟସ୍ତରୀୟ ଉତ୍ସବଭାବେ ପାଳନ କରିବା ପାଇଁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି ।...

୨୦୨୪ ସାଧାରଣ ନିର୍ବାଚନ ପାଇଁ ବିରୋଧୀ ମେଳି । ବିରୋଧୀମାନଙ୍କୁ ଏକାଠି କରିବା ପାଇଁ ଅଣ୍ଟା ଭିଡ଼ିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର । ତାଙ୍କ ଉଦ୍ୟମ...

ଚଳିତ ବର୍ଷ ୫୦ ବର୍ଷ ପୂରଣ କରୁଛି ଧଉଳି ବିଶ୍ୱବିଦିତ ଶାନ୍ତିସ୍ତୁପ ଓ ବୌଦ୍ଧ ପୁଣ୍ୟପୀଠ । ଏହାକୁ ସ୍ମରଣୀୟ କରିବା ପାଇଁ ସରକାର ସୁବର୍ଣ୍ଣ ଜୟନ୍ତୀ...

ଆଜିଠାରୁ ଆସନ୍ତା ୪ ଦିନ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା । ପଶ୍ଚିମ କେନ୍ଦ୍ରୀୟ ଏବଂ ପାର୍ଶ୍ୱବର୍ତ୍ତୀ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ...

ରାଜ୍ୟର ପ୍ରସିଦ୍ଧ ମନ୍ଦିର ଗୁଡିକ ପାଇଁ ଏଣିକି ଅନଲାଇନରେ ହୋଇପାରିବ ଟିକେଟ । ଏନେଇ ଏକ ସ୍ୱତନ୍ତ୍ର ପୋର୍ଟାଲର ବ୍ୟବସ୍ଥା କରିବେ ସରକାର । ଦର୍ଶନ, ପୂଜା...

ଏଣିକି ସରକାରୀ କାର୍ଯ୍ୟାଳୟରେ ବ୍ୟବହାର ହେବ ବ୍ୟାଟେରୀ ଚାଳିତ ଗାଡ଼ି । ଏନେଇ ବିଭିନ୍ନ ପ୍ରସ୍ତାବ ଉପରେ ବିଚାର ବିମର୍ଶ ଚାଲିଛି । ବାଣିଜ୍ୟ ଓ ପରିବହନ...

ଆଜି ପବିତ୍ର ଗୁରୁ ଦିବସ । ପାଳନ ହେଉଛି ଭାରତର ପୂର୍ବତନ ରାଷ୍ଟ୍ରପତି ଡକ୍ଟର ସର୍ବପଲ୍ଲୀ ରାଧା କ୍ରିଷ୍ଣନଙ୍କ ଜନ୍ମ ଦିବସ । ୧୯୮୮ ମସିହା ସେପ୍ଟେମ୍ବର...