Odia Baba

ଜମ୍ମୁକଶ୍ମୀରରୁ ଭୁବନେଶ୍ବର ଫେରୁଥିଲେ ଓଡ଼ିଆ ବାବା। ବ୍ୟାଗରୁ ମିଳିଲା ନଗଦ ୧୦ ଲକ୍ଷ ଟଙ୍କା। ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଆୟକର ବିଭାଗ ଅଧିକାରୀମାନେ ବାବାଙ୍କୁ ଯାଞ୍ଚ...