ODISHA ଓଡ଼ିଆ ଭାଷାରେ ହେବ ଓସିଏସ୍ ପରୀକ୍ଷା September 22, 2022 topmost ଏଣିକି ଓଡ଼ିଆ ଭାଷାରେ ବି ହେବ ଓସିଏସ୍ ପରୀକ୍ଷା । ଓଡ଼ିଆରେ ପ୍ରିଲିମ୍, ମେନ୍ ଓ ଇଣ୍ଟରଭ୍ୟୁ ହେବ । ୟୁପିଏସସି ପରି ଓପିଏସସି କରିବ ଚୟନ...