1 min read ODISHA କୋରାପୁଟ ଜୟପୁରକୁ ଉଡିବ ଦ୍ବିତୀୟ ବିମାନ November 4, 2023 topmost କୋରାପୁଟ ଜୟପୁରକୁ ଉଡିବ ଦ୍ବିତୀୟ ବିମାନ । ଆସନ୍ତା ୬ ତାରିଖରୁ ଦ୍ୱିତୀୟ ବିମାନ ସେବା ଆରମ୍ଭ ହେବ । ସୋମବାର ଓ ଶୁକ୍ରବାର ଦିନକୁ ଦୁଇ...