ହରିଆଣାର କ୍ଷମତାସୀନ ମନୋହର ଲାଲ ଖଟ୍ଟର ସରକାରଙ୍କ ବିରୋଧରେ ଆସିଛି ଅନାସ୍ଥା ପ୍ରସ୍ତାବ । ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ଏହି ପ୍ରସ୍ତାବ ଆଗତ କରିଥିବା ବେଳେ...
hariyana
ହରିୟାଣାର କୁରୁକ୍ଷେତ୍ରରେ କୃଷକ ନେତା ଓ ପ୍ରଶାସନିକ ଅଧିକାରୀଙ୍କ ମଧ୍ୟରେ ଆଲୋଚନା ବିଫଳ ହୋଇଛି।ଆଲୋଚନା ବିଫଳ ହେବା ପରେ କୃଷକମାନେ ପୁଣି ଥରେ ଦିଲ୍ଲୀ-ହରିୟାଣୀ ୪୪ନମ୍ବର ଜାତୀୟ ରାଜପଥକୁ ଅବରୋଧ କରିଥିଲେଛନ୍ତି । ଏହି ରାଜପଥ ଦିଲ୍ଲୀ ଓ ହରିୟାଣା ଏପରିକି ଚଣ୍ଡିଗଡ଼ ମଧ୍ୟରେ ମୁଖ୍ୟ ରାସ୍ତା ହୋଇଥିବାରୁ ଏହାର ଅବରୋଧ ଦ୍ବାରା ସାଧାରଣ ଲୋକଙ୍କ ସମସ୍ୟା ବଢିଯାଇଛି । ଉଭୟ ପଟେ ଶହ ଶହ ସଂଖ୍ୟାରେ ଗାଡ଼ି ଅଟକି ରହିଛି । କୃଷକମାନେ ହରିୟାଣାରେ ଏମଏସପି ଦରରେ ସୂର୍ଯ୍ୟମୁଖୀ ମଞ୍ଜି କ୍ରୟ ପାଇଁ ଦାବି କରୁଛନ୍ତି । ଏହି ଦାବି ନେଇ ଭାରତୀୟ କିଷାନ ୟୁନିୟନ ପକ୍ଷରୁ ହରିୟାଣାର ପିପଲି ଠାରେ ଏକ କୃଷକ ମହାପଞ୍ଚାୟତ ଆୟୋଜନ କରାଯାଇଥିଲା । ହରିୟାଣା ବ୍ୟତୀତ ପଞ୍ଜାବ ଓ ଉତ୍ତରପ୍ରଦେଶ ସମେତ ଅନେକ ରାଜ୍ୟରୁ ବହୁ ସଂଖ୍ୟକ କୃଷକ ଏହି ରାଲିରେ ଅଂଶଗ୍ରହଣ କରିଥିଲେ।
ହରିଆଣା କରନାଲରେ ବିଲ୍ଡିଂ ଭୁଶୁଡ଼ି ୪ମୃତ । ୩ ମହଲା ବିଶିଷ୍ଟ ଏକ ରାଇସ ମିଲ୍ କୋଠା ଭୁଶୁଡ଼ି ପଡ଼ିବାରୁ ୪ଜଣଙ୍କର ମୃତ୍ୟୁ ହୋଇଛି । ୨୦ଜଣ...
ମହାମାରୀ କରୋନା ସଂକ୍ରମଣ ବଢ଼ୁଥିବାରୁ ପୁଣିଥରେ ଗୋଟିଏ ପରେ ଗୋଟିଏ ରାଜ୍ୟ ମାସ୍କ ପରିଧାନ ବାଧ୍ୟତାମୂଳକ କରିବା ଆରମ୍ଭ କରିଛନ୍ତି । ପୂର୍ବରୁ ପୁଡୁଚେରୀ ସରକାର ମାସ୍କ...
ହରିୟାଣାର କୈଥଲରେ ଆତଙ୍କୀ ଆକ୍ରମଣ ଷଡଯନ୍ତ୍ର ହେଲା ବିଫଳ । ଏକ ଲୁହା ବାକ୍ସରୁ ଏକ କେଜି ଆଇଇଡି ଜବତ କରିଛି ପୋଲିସ । ବମ୍ ନିରୋଧକ...
ହରିୟାଣାର ମହେନ୍ଦ୍ରଗଡ଼ରେ ଅଭାବନୀୟ ଘଟଣା । ଗଣେଶ ବିସର୍ଜନ ବେଳେ ପାଣିରେ ବୁଡ଼ି ଚାଲିଗଲା ୧୧ଜଣଙ୍କ ଜୀବନ । ଏହାସହ କିଛି ଲୋକଙ୍କୁ ଉଦ୍ଧାର କରି ଚିକିତ୍ସା...