BUSINESS କମିବାର ନାଁ ନେଉନି, ହୁତୁ ହୁତୁ ହେଇ ବଢୁଛି ସୁନା ଦର April 18, 2025 topmost ସୁନା ଦରରେ ନିଆଁ ଲାଗିଛି। ନିୟମିତ ବ୍ୟବଧାନରେ ତାହା ହଜାରେ ଟଙ୍କା ଲେଖାଏଁ ବଢ଼ୁଛି। ଗୁରୁବାର ୨୪ କ୍ୟାରେଟ୍ ସୁନାର ୧୦ ଗ୍ରାମ ପିଛା ଦାମ୍ ୧୧୪୦...