NATIONAL ଭଟିଣ୍ଡା ମିଲିଟାରୀ ଷ୍ଟେସନରେ ଗୁଳିକାଣ୍ଡ April 12, 2023 topmost ପଞ୍ଜାବର ଭଟିଣ୍ଡା ସ୍ଥିତ ମିଲିଟାରୀ ଷ୍ଟେସନରେ ଗୁଳିକାଣ୍ଡ । ଆଜି ଭୋର ୪ଟା ୩୫ ସମୟରେ ଭୟାବହ ଗୁଳିକାଣ୍ଡ ଘଟିଛି । ଯେଉଁଥିରେ ୪ ଜଣଙ୍କର ମୃତ୍ୟୁ...