WORLD ଓଡିଆ ଡ୍ରାଇଭରଙ୍କ ଚାହିଦା, ଜାପାନରୁ ଆସୁଛି ଅଫର୍ July 11, 2024 topmost ଜାପାନରେ ଗାଡ଼ି ଚଳାଇବେ ଓଡ଼ିଆ ଡ୍ରାଇଭର । ଜାପାନରେ ଉଚ୍ଚ ବେତନ ଓ ସୁବିଧା ସୁଯୋଗ ସହ ଚାକିରି କରିବାକୁ ଯିବେ ରାଜ୍ୟର ୩୦ ଚାଳକ ।...