ODISHA ଦୁର୍ଗମ ଓ ନକ୍ସଲ ପ୍ରଭାବିତ ଅଞ୍ଚଳକୁ ହେବ ସଂଯୋଗୀ କରଣ June 22, 2023 topmost ରାଜ୍ୟ କ୍ୟାବିନେଟ ବୈଠକର ୧୫ ପ୍ରସ୍ତାବ ଉପରେ ମୋହର ବାଜିଛି । ମୁଖ୍ୟମନ୍ତ୍ରୀ ସଡକ ଯୋଜନାରେ ସବୁ ଗାଁକୁ ରାସ୍ତା ନିର୍ମାଣ ହେବ । ଏଭଳି ଏକ...