Chandigarh mayoral election

କେନ୍ଦ୍ର ଶାସିତ ଅଞ୍ଚଳ ଚଣ୍ଡିଗଡ଼ରେ ମେୟର ନିର୍ବାଚନର ଫଳାଫଳ ଘୋଷଣା କରାଯାଇଛି। ଭାରତୀୟ ଜନତା ପାର୍ଟି ଏହି ନିର୍ବାଚନରେ ବିଜୟୀ ହୋଇଛି। ଭାଜପାର ପ୍ରାର୍ଥୀ ହରପ୍ରୀତ କୌର...