bus burnt

ଭୁବନେଶ୍ୱର ତମାଣ୍ଡୋରେ ଘଟିଛି ଅଭାବନୀୟ ଘଟଣା । ହୁତୁହୁତୁ ହୋଇ ଜଳିଗଲା ୫ ବସ୍ । ଗ୍ୟାରେଜରେ ୱେଲଡିଂ ବେଳେ ବସରେ ନିଆଁ ଲାଗିଥିବା ସୂଚନା ରହିଛି...