1 min read NATIONAL ସମାନ ନାଗରିକ ସଂହିତା ସମର୍ଥନରେ ମାୟାବତୀ July 2, 2023 topmost ଆମ୍ ଆଦମୀ ପାର୍ଟି ପରେ ୟୁନିଫର୍ମ ସିଭିଲ୍ କୋଡ୍ ଉପରେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛି ବହୁଜନ ସମାଜ ପାର୍ଟି । ଏକ ବଡ଼ ବିବୃତ୍ତି ଦେଇ...