Ayushman Arogya Mandir Expansion

ରାଜ୍ୟରେ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ସଂପ୍ରସାରଣ ହେବ। ପ୍ରାୟ ୯ଶହ ସ୍ବାସ୍ଥ୍ୟାନୁଷ୍ଠାନକୁ ଆୟୁଷ୍ମାନ ଆରୋଗ୍ୟ ମନ୍ଦିରରେ ପରିବର୍ତ୍ତନ କରିବା ପାଇଁ ସ୍ବାସ୍ଥ୍ୟ ବିଭାଗ ନିଷ୍ପତ୍ତି ନେଇଛି। ହେଲେ...