‘ଫେସ୍ବୁକ୍’ରୁ ୨ ବର୍ଷ ନିଷିଦ୍ଧ କରାଯିବା ପରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ପ୍ ପ୍ରଥମ ପୋଷ୍ଟ୍ ସେୟାର୍ କରିଛନ୍ତି । ୧୨ ସେକେଣ୍ଡ୍ର ଗୋଟାଏ ଭିଡିଓ...
America
ୟୁକ୍ରେନ ଓ ଆମେରିକା ଉପରେ ସଂଗୀନ ଅଭିଯୋଗ ଆଣିଲା ରୁଷ । କିଛି ଦିନ ପୂର୍ବରୁ ରୁଷ ଅଭିଯୋଗ କରିଥିଲା ୟୁକ୍ରେନ ରାସାୟନିକ ଓ ଜୈବିକ ଅସ୍ତ୍ର...
ଆମେରିକାକୁ ପୁଣି ଉତ୍ତର କୋରିଆର ପରମାଣୁ ଧମକ । ଆମେରିକା-ଦକ୍ଷିଣ କୋରିଆର ମିଲିଟାରୀ ଡ୍ରିଲ ପୂର୍ବରୁ ସର୍ଟ ରେଞ୍ଜର ବାଲିଷ୍ଟିକ ମିସାଇଲ ଫାୟାର କରିଛି ଉତ୍ତର କୋରିଆ...
ଭାରତ ସହ ସୀମା ବିବାଦ ଏବଂ ତାଇୱାନକୁ ନେଇ ଆମେରିକା ସହ ବିବାଦ ଭିତରେ ବଡ ବୟାନ ଦେଇଛନ୍ତି ଚୀନ ପ୍ରଧାନମନ୍ତ୍ରୀ ଲି କେକ୍ୱିଆଙ୍ଗ୍ । ଗୋଟିଏ...
ଆଜି ‘ଜି୨୦’ ବୈଦେଶିକ ମନ୍ତ୍ରୀମାନଙ୍କ ବୈଠକ ଅବସରରେ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର ଯୁକ୍ତରାଷ୍ଟ୍ର ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ୍ ଏବଂ ଚୀନ୍ର...
ରୁଷ-ୟୁକ୍ରେନ୍ ମଧ୍ୟରେ ପାଖାପାଖି ବର୍ଷେ ହେବ ଯୁଦ୍ଧ ଜାରି ରହିଛି । ଏହାରି ଭିତରେ ନିକଟରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ୟୁକ୍ରେନ୍ ଗସ୍ତରେ ଯାଇଥିଲେ। ଏହାପରେ...
ଆମେରିକାର ଟେକ୍ କମ୍ପାନୀରେ ଛଟେଇ ଟ୍ରେଣ୍ଡ ଜାରି ରହିଛି । ଆମାଜନ, ଆଲଫାବେଟ, ମେଟା ଆଦି ବହୁ କମ୍ପାନୀ ପରେ ୟାହୁ ମଧ୍ୟ ଛଟେଇ କରିବାକୁ ନିଷ୍ପତ୍ତି...
ଯୁକ୍ତରାଷ୍ଟ୍ର ଆମେରିକା ଚୀନ୍ ସହିତ ବିବାଦ କରିବା ପାଇଁ ଚାହେଁନି ବୋଲି ବୁଧବାର ଦିନ ରାଷ୍ଟ୍ରପତି ଜୋ ବାଇଡେନ୍ କହିଛନ୍ତି । ଯୁକ୍ତରାଷ୍ଟ୍ର ଆମେରିକା ଆକାଶରେ ଉଡୁଥିବା...
ଆମେରିକାର କାଲିଫର୍ଣ୍ଣିଆରେ ଆଖିବୁଜା ଗୁଳିମାଡ । ଏହି ଘଟଣାରେ ୧୬ରୁ ଅଧିକ ଲୋକ ଗୁଳିମାଡର ଶିକାର ହୋଇଛନ୍ତି । ଘଟଣାସ୍ଥଳରେ ପୋଲିସ ପହଞ୍ଚିଘେରାବନ୍ଦୀ କରିଥିବା ବେଳେ ଆହତଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲ ପଠାଇଛି ।କାଲିଫର୍ଣ୍ଣିଆ ସହରର ମଣ୍ଟେରି ପାର୍କରେ ଚୀନ୍ ନବ ବର୍ଷ ସମାରୋହ ଆୟୋଜିତ ହେଉଥିଲା । କିନ୍ତୁ ରାତି ପ୍ରାୟ ୧୦ଟା ସମୟରେ ଏହି ଅଞ୍ଚଳରେ ଆଖିବୁଜା ଗୁଳିମାଡ କରିଥିଲେ କିଛି ଦୁବୃର୍ତ୍ତ । ଯେହେତୁ ଏହି ସମାରୋହରେ ଅନେକ ଲୋକ ଉପସ୍ଥିତ ଥିଲେ ତେଣୁ ପ୍ରାୟ ୧୬ରୁ ଅଧିକ ଲୋକ ଗୁଳିମାଡର ଶିକାର ହୋଇଛନ୍ତି । ତେବେ ଦୁବୃର୍ତ୍ତ କୌଶଳ କ୍ରମେ ଘଟଣାସ୍ଥଳରୁ ଖସି ଯାଇଥିବା ବେଳେ ପୂରା ଅଞ୍ଚଳକୁ ଘେରାବନ୍ଦୀ କରାଯାଇ ସର୍ଚ୍ଚ ଅପରେସନ ଜାରି ରହିଛି ।
ଆମେରିକାର କେନ୍ଦ୍ରୀୟ କାଲିଫର୍ଣ୍ଣିଆର ଏକ ଘରେ ଗୁଳିମାଡ ହୋଇଛି । ଏହି ଗୁଳିମାଡରେ ଜଣେ ଶିଶୁ ସମେତ ୬ଜଣଙ୍କ ପ୍ରାଣ ଯାଇଛି । ତେବେ ଏହି ଘଟଣାରେ...