ଲଗାତାର ତୃତୀୟ ଦିନ ପାଇଁ ରେଡ୍ ମାର୍କରେ ବନ୍ଦ ହୋଇଛି ଭାରତୀୟ ସେୟାର ବଜାର । ବିଶ୍ୱ ବଜାରରେ ମାନ୍ଦାବସ୍ଥା କାରଣରୁ ଏହାର ପ୍ରଭାବ ଭାରତୀୟ ବଜାର ଉପରେ ମଧ୍ୟ ପଡିଛି । ମଙ୍ଗଳବାର ଉଭୟ ସେନସେକ୍ସ ଓ ନିଫ୍ଟି ଲାଲ ସଂକେତରେ ବନ୍ଦ ହୋଇଛି । କାରବାର ଶେଷ ବେଳକୁ ବମ୍ବେ ଷ୍ଟକ ଏକ୍ସଚେଂଜର ସେନସେକ୍ସ ୮୪୪ ଅଙ୍କ ହ୍ରାସ ପାଇଛି । ସେହିପରି ନ୍ୟାସନାଲ ଷ୍ଟକ ଏକ୍ସଚେଂଜର ନିଫଟି ୨୫୮ ଅଙ୍କ ହ୍ରାସ ପାଇ ୧୬ହଜାର ୯୮୪ ପଏଂଟରେ ବନ୍ଦ ହୋଇଛି । କେବଳ ଭାରତରେ ନୁହେଁ ଜାପାନ, ଦକ୍ଷିଣ କୋରିଆ ଓ ଚୀନରେ ମଧ୍ୟ ସେୟାରମାର୍କେଟ ହ୍ରାସ ପାଇଛି ।
More Stories
ଆଗକୁ ଆସୁଛି ମେଗା ନିଯୁକ୍ତି ସୁଯୋଗ, ଏଚଏଲସିଏ ଦେଇଛି ୧.୫୧ ଲକ୍ଷ କୋଟି ଟଙ୍କାର ମଞ୍ଜୁର
୧୦ ବର୍ଷରେ ଭାରତରେ ୧୭.୧ କୋଟି ଲୋକ ହୋଇଛନ୍ତି ଦାରିଦ୍ର୍ୟମୁକ୍ତ- ରିପୋର୍ଟ
ଚୀନ୍ ପାଇଁ ପ୍ରସ୍ତୁତ 10 ଆମେରିକୀୟ ବୋଇଂ ବିମାନ କିଣିବ ଏୟାର ଇଣ୍ଡିଆ