ଲଗାତାର ତୃତୀୟ ଦିନ ପାଇଁ ରେଡ୍ ମାର୍କରେ ବନ୍ଦ ହୋଇଛି ଭାରତୀୟ ସେୟାର ବଜାର । ବିଶ୍ୱ ବଜାରରେ ମାନ୍ଦାବସ୍ଥା କାରଣରୁ ଏହାର ପ୍ରଭାବ ଭାରତୀୟ ବଜାର ଉପରେ ମଧ୍ୟ ପଡିଛି । ମଙ୍ଗଳବାର ଉଭୟ ସେନସେକ୍ସ ଓ ନିଫ୍ଟି ଲାଲ ସଂକେତରେ ବନ୍ଦ ହୋଇଛି । କାରବାର ଶେଷ ବେଳକୁ ବମ୍ବେ ଷ୍ଟକ ଏକ୍ସଚେଂଜର ସେନସେକ୍ସ ୮୪୪ ଅଙ୍କ ହ୍ରାସ ପାଇଛି । ସେହିପରି ନ୍ୟାସନାଲ ଷ୍ଟକ ଏକ୍ସଚେଂଜର ନିଫଟି ୨୫୮ ଅଙ୍କ ହ୍ରାସ ପାଇ ୧୬ହଜାର ୯୮୪ ପଏଂଟରେ ବନ୍ଦ ହୋଇଛି । କେବଳ ଭାରତରେ ନୁହେଁ ଜାପାନ, ଦକ୍ଷିଣ କୋରିଆ ଓ ଚୀନରେ ମଧ୍ୟ ସେୟାରମାର୍କେଟ ହ୍ରାସ ପାଇଛି ।
More Stories
ଓଡିଶା ହାତରେ ଗୁରୁ ଦାୟିତ୍ବ, ଖଣିଜ ସମ୍ପଦର ହବ୍ ହେବ ଓଡିଶା
ଚଳିତମାସ ୩୧ରୁ ଆରମ୍ଭ ହେବ ବଜେଟ୍ ଅଧିବେଶନ
ଶେଷରେ ମୁଣ୍ଡ ନୁଆଁଇଲା RINL