ଆରଆରବି ଗ୍ରୁପ ଡି’ର ୧ କୋଟିରୁ ଉର୍ଦ୍ଧ୍ବ ଆଶାୟୀଙ୍କ ପାଇଁ ଭଲ ଖବର । ରେଲୱେରେ ଗ୍ରୁପ ଡି ପଦରେ ନିଯୁକ୍ତି ପାଇଁ ହୋଇଥିବା ପରୀକ୍ଷା ରେଜଲ୍ଟ ଆରଆରବି ଘୋଷଣା କରିଛି । ସୂଚନା ଅନୁସାରେ, ରେଲୱେ ଗ୍ରୁପ ଡି ର ୧ ଲକ୍ଷରୁ ଅଧିକ ପଦରେ ଭର୍ତ୍ତି ପାଇଁ ୧୭ ଅଗଷ୍ଟରୁ ୧୧ ଅକ୍ଟୋବର ପର୍ଯ୍ୟନ୍ତ ପରୀକ୍ଷାର ଆୟୋଜନ କରାଯାଇଥିଲା । ରେଜଲ୍ଟକୁ ନେଇ ଆରଆରବି ସୂଚନା ଦେଇଥିଲା ଯେ ଗ୍ରୁପ ଡି ରେଜଲ୍ଟ ୨୪ ଡିସେମ୍ବର ବା ଏହା ପୂର୍ବରୁ ପ୍ରକାଶ ପାଇବ । ଆଜି ୨୨ ଡିସେମ୍ବରରେ ଆରଆରବି ରେଜଲ୍ଟ ଘୋଷଣା କରିଛି । ଆରଆରବି ଭୋପାଳ କ୍ଷେତ୍ରର ୱେବସାଇଟରେ ଗ୍ରୁପ ଡି ର ରେଜଲ୍ଟ ଉପଲବ୍ଧ କରାଯାଇଛି ।
“The eyes believe themselves, the ears believe other people.”
More Stories
ଖୋଲିଲା ବିପୁଳ ନିଯୁକ୍ତି ସୁଯୋଗ
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର
ମହାକୁମ୍ଭରେ ଭିଡପାଇଁ 30 ମୃତ, 60 ଆହତ