କର୍ମଚାରୀଙ୍କ ନାଁରେ ଋଣ ମାମଲା । ସମ୍ବାଦ ଭବନରେ ଦୀର୍ଘ ୧୧ ଘଣ୍ଟା ଧରି ଚାଲିଥିବା ରେଡ ଶେଷ ହୋଇଛି । ମାନବ ସମ୍ବଳ ବିଭାଗର ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଓ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଜବତ ହୋଇଛି । ଲୋନ ଠକେଇ ଘଟଣାରେ ଇଓଡବ୍ଲୁ ନେଇଛନ୍ତି ଗୁରୁତ୍ଵପୂର୍ଣ୍ଣ ଦସ୍ତାବିଜ । ସେପଟେ EOW ଏସପି ଦିଲୀପ ତ୍ରିପାଠୀ କହିଛନ୍ତି- ସବୁ ସିଜର ଲିଷ୍ଟରେ ରହିଛି । ବହୁ ଲୋକଙ୍କୁ ହାଜର ହେବା ଲାଗି ସମନ ଜାରି କରାଯାଇଛି । ସେମାନେ ତଦନ୍ତର ସାମନା କରିବେ । ତଦନ୍ତରେ ବହୁ ତଥ୍ୟ ଲୋକଲୋଚନକୁ ଆସିବ ।
More Stories
ଡାକ୍ତରଙ୍କ ମନମୁଖି ଓପିଡି ବନ୍ଦ ଘୋଷଣା
ନବଜାତକଙ୍କ ପାଇଁ ସରକାରୀ ଟୀକା କେତେ ଜରୁରୀ
CSM Synapse 4.0 ରେ ଜିତିଲେ କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍