ଆଜି ରାଜନେତା ରାଘବ ଚଡ୍ଡା ଓ ଅଭିନେତ୍ରୀ ପରିଣୀତି ଚୋପ୍ରାଙ୍କ ବାହାଘର । ଉଦୟପୁର ଲୀଲା ପ୍ୟାଲେସରେ ଏନେଇ ସବୁ ପ୍ରସ୍ତୁତି ସରିଛି । ଶନିବାର ମେହେନ୍ଦୀ, ସଂଗୀତ ହୋଇଥିବାବେଳେ ଆଜି ପଂଜାବୀ ରୀତିନୀତିରେ ହେବ ବାହାଘର । ହାତଗଣତି କିଛି ଅତିଥି ଓ ସର୍ମ୍ପକୀୟଙ୍କ ଗହଣରେ ବିବାହ ବନ୍ଧନରେ ବାନ୍ଧି ହେବେ ରାଘବ ଓ ପରିଣୀତି । ପରେ ଦିଲ୍ଲୀରେ ଏକ ଗ୍ରାଣ୍ଡ ରିସେପସନ ପାର୍ଟିର ଆୟୋଜନ କରାଯାଇଛି ।
“The eyes believe themselves, the ears believe other people.”
More Stories
ଟ୍ରେଣ୍ଡରେ ଛିଛି ଗୀତ
ଦର୍ଶକଙ୍କୁ ଅସନ୍ତୋଶ କଲା ଏମର୍ଜେନ୍ସି..
ସୈଫ୍ ଙ୍କ ଅପରାଧୀଙ୍କୁ ବାନ୍ଧିଲା ପୋଲିସ୍