ପୁରୀ ଗସ୍ତରେ ରାଷ୍ଟ୍ରପତି ରାମନାଥ କୋଭିନ୍ଦ
1 min read

ପୁରୀ: ଫେବୃଆରୀ ୧୯: ଆଜି ଦୁଇ ଦିନିଆ ପୁରୀ ଗସ୍ତରେ ରାଷ୍ଟ୍ରପତି ରାମନାଥ କୋଭିନ୍ଦ। କାର୍ଯ୍ୟସୂଚୀ ଅନୁଯାୟୀ, ଅପରାହ୍ନ ୨.୪୫ରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ୩.୨୫ରେ...

ନବୀନଙ୍କ ଫିଟନେସ ଦେଖି ଘାଇଲା ବିରୋଧୀ
1 min read

ଭୁବନେଶ୍ୱର: ଫେବୃଆରୀ ୧୯: ସାରା ରାଜ୍ୟରେ ନିର୍ବାଚନୀ ମାହୋଲ । ଆଉ ଏହି ମାହୋଲରେ ମୁଖ୍ୟମନ୍ତ୍ରୀଙ୍କ ଅସୁସ୍ଥତା ନେଇ ଅପପ୍ରଚାର ଉପରେ ପଡିଲା ପୂର୍ଣ୍ଣଛେଦ୍ । ସବୁ...

ହିଜାବ ବିବାଦ ପ୍ରସଙ୍ଗ: ୧୦ ଛାତ୍ରୀଙ୍କ ନାଁରେ ଏଫଆଇଆର ଦାଖଲ
1 min read

କର୍ଣ୍ଣାଟକ: ଫେବୃଆରୀ ୧୯: ଫେବୃଆରୀ ୧୭ରେ କର୍ଣ୍ଣାଟକର ଏକ କଲେଜ ବାହାରେ ହିଜାବ ପ୍ରସଙ୍ଗରେ ବିରୋଧ ପ୍ରଦର୍ଶନ କରି ନିଷେଧାଦେଶ ଉଲ୍ଲଂଘନ କରିବା ଅଭିଯୋଗରେ ୧୦ ଛାତ୍ରୀଙ୍କ...

କାଶ୍ମୀର ଏନକାଉଣ୍ଟର: ଦୁଇ ଯବାନ, ଜଣେ ଆତଙ୍କବାଦୀ ନିହତ
1 min read

ଶ୍ରୀନଗର: ଫେବୃଆରୀ ୧୯: ଦକ୍ଷିଣ କାଶ୍ମୀରର ଶୋପିଆନ୍ ଜିଲ୍ଲାରେ ଚାଲିଥିବା ଗୁଳି ବିନିମୟରେ ଦୁଇ ସୈନିକଙ୍କ ସହ ଜଣେ ଆତଙ୍କବାଦୀଙ୍କର ମୃତ୍ୟୁ ଘଟିଛି। ପ୍ରତିରକ୍ଷା ମନ୍ତ୍ରଣାଳୟର ମୁଖପାତ୍ର...

ମନମୋହନଙ୍କୁ ନିର୍ମଳାଙ୍କ ସିଧା ପ୍ରହାର
1 min read

ନୂଆଦିଲ୍ଲୀ: ଫେବୃଆରୀ ୧୮: ମୋଦୀ ସରକାରଙ୍କ ଅର୍ଥନୀତିକୁ ନେଇ ସମାଲୋଚନା କରି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ଆରୋପ ପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ...

କୋଟିଆରେ ଭୋଟ୍ ଗ୍ରହଣ ପ୍ରକ୍ରିୟା
1 min read

କୋଟିଆ: ଫେବୃଆରୀ ୧୮: ଆଜି ବିବାଦୀୟ କୋରାପୁଟ ଜିଲ୍ଲା କୋଟିଆରେ ଚାଲିଛି ଭୋଟ୍ ଗ୍ରହଣ ପ୍ରକ୍ରିୟା। ୫୭୯୦ ଭୋଟର ଭୋଟିଂ ପ୍ରକ୍ରିୟାରେ ସାମିଲ ହୋଇଛନ୍ତି । ସରପଞ୍ଚ...

ବିଶ୍ୱବିଦ୍ୟାଳୟରେ ଲାଗୁ ହେବ ଏକକ ପ୍ରବେଶିକା ପରୀକ୍ଷା
1 min read

ଭୁବନେଶ୍ୱର: ଫେବୃଆରୀ ୧୮: ଏଣିକି ସମସ୍ତ ଗବେଷଣା ସମ୍ପର୍କିତ ପାଠ୍ୟକ୍ରମ ପାଇଁ ହେବ ଏକକ ପ୍ରବେଶିକା ପରୀକ୍ଷା । ଏମ୍ଫିଲ୍, ପିଏଚ୍ଡି, ଡିଲିଟ୍ ଭଳି ଗବେଷଣା ପାଠ୍ୟକ୍ରମ...