The Topmost

“The eyes believe themselves, the ears believe other people.”

ମାନ୍ଧାତା ଇକ୍ଷାଙ୍କୁ ବଂଶର ରାଜା ମାନ୍ଧାତା ଧର୍ମ ପରାୟଣ, ପ୍ରଜାବତ୍ସଳ ଓ ପରାକ୍ରମୀ ରାଜା ଭାବରେ ପ୍ରଜାପାଳନ କରୁଥାନ୍ତି । ପ୍ରଜାମାନଙ୍କୁ ସେ ପୁତ୍ର ସମ ଦେଖୁଥାନ୍ତି।...

ଶ୍ରେଷ୍ଠ ଦାନ ମହାଭାରତ ଯୁଦ୍ଧ ପରେ ଧର୍ମରାଜ ଯୁଧିଷ୍ଠିର ଅଶ୍ଵମେଧ ଯଜ୍ଞର ଆୟୋଜନ କଲେ। ବ୍ରାହ୍ମଣମାନଙ୍କୁ ଦାନ ଦକ୍ଷିଣା ଓ ଦରିଦ୍ର ଲୋକମାନଙ୍କୁ ଧନ, ବସ୍ତ୍ର, ଭୋଜନରେ...

ଗୁରୁ କୃପା ସମର୍ଥ ଗୁରୁ ରାମଦାସ ଥିଲେ ଜଣେ ଦକ୍ଷ ଗୁରୁ । ତାଙ୍କର ଅନେକ ଶିଷ୍ୟ ଥିଲେ। ମହାରାଜ ଶିବାଜୀ ତାଙ୍କ କଥା ଶୁଣିବାକୁ ପାଇଲେ...

ପୁରାଣ ପୃଷ୍ଠାରୁ ପ୍ରଥମ କର୍ତ୍ତବ୍ୟ ରାଜା ପୁରଂଜୟ ରାଜସୂୟ ଯଜ୍ଞ କରୁଥାନ୍ତି। ଯୋଗସିଦ୍ଧ ମୁନି-ଋଷି ଗଣ ସେଠାରେ ଉପସ୍ଥିତ ଥାଆନ୍ତି। ଯଜ୍ଞ ଚାଲିଲା ଏବଂ ପୂର୍ଣ୍ଣାହୁତି କରିବା...

ସନ୍‌ଗ୍ଲାସସମର୍‌ ସିଜନରେ ସନ୍‌ଗ୍ଲାସ ବେଶ୍‌ ଟ୍ରେଣ୍ଡ୍‌ରେ ରହିଥାଏ । ଏଥିରୁ ଷ୍ଟାଇଲିସ୍‌ ସମର୍‌ ଲୁକ୍‌ ମିଳିବା ସହ ଆଖିକୁ ଖରାରୁ ବଞ୍ଚାଇଥାଏ । ଗ୍ରୀଷ୍ମଦିନେ ଅତିବାଇଗଣୀ ରଶ୍ମୀ,...

ତରଳ ସୌରଶକ୍ତିସୌରଶକ୍ତିକୁ ଷେcାର କରି ରଖିବା ପାଇଁ ବୈଜ୍ଞାନିକମାନେ ବିଭିନ୍ନ ଉପାୟ ଅବଲମ୍ଭନ କରୁଛନ୍ତି । ତେବେ ସେ୍ୱଡେନ୍‌ର କିଛି ଗବେଷକ ମିଶି ଏକ ଏଭଳି ଉପାୟ...

ଫ୍ଲୋରାଲ ଚା’ଭାରତର ଜାତୀୟ ପାନୀୟ କହିଲେ ଚା’କୁ ହିଁ ବୁଝାଇଥାଏ । ବାହାଘର ହେଉ କି ଜନ୍ମଦିନ ସବୁସ୍ଥାନରେ ଏହାର ଚାହିଦା ଥାଏ । କେହି ବନ୍ଧୁ...

ସମର ସ୍କିନ୍‌ କେଆର୍‌ ଟିପ୍‌ଗ୍ରୀଷ୍ମ ଋତୁରେ କେବଳ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ନୁହେଁ, ଅନେକ ଚର୍ମ ସମସ୍ୟା ମଧ୍ୟ ଦେଖାଯାଏ । ଏବଂ ଏହାର ପ୍ରକତ କାରଣ...

ମଙ୍ଗଳରେ ଏଲିଅନ !ବିଭିନ୍ନ ସମୟରେ ସ୍ପେସ୍‌ ଏଜେନ୍ସି ନାସା ପକ୍ଷରୁ ମହାକାଶକୁ ନେଇ ଅନେକ ଫଟୋ ପ୍ରସାରଣ କରାଯାଇଥାଏ । ଯାହା ସର୍ବଦା ଭିନ୍ନଭିନ୍ନ ତଥ୍ୟ ପ୍ରଦାନ...

ସନ୍‌ସ୍କ୍ରିନ୍‌ ଟିପଗ୍ରୀଷ୍ମଦିନେ ହେଉ କି ଶୀତଦିନେ ଆଜିକାଲି ଯୁବତୀମାନେ ତ୍ୱଚାରେ ସନ୍‌ସ୍କ୍ରିନ ଲଗାଇବାକୁ ପସନ୍ଦ କରୁଛନ୍ତି । ସନ୍‌ବର୍ନ ଏବଂ ଟ୍ୟାନ୍‌କୁ ଦୂର କରିବା ପାଇଁ ବିୟୁଟି...