ବିଜ୍ଞାନର କାର୍ଯ୍ୟକ୍ଷମତା ଧୀରେ ଧୀରେ ବଢିଚାଲିଛି । ବୈଜ୍ଞାନିକମାନେ ପ୍ରତିଟି ସମୟରେ ଏଭଳି କିଛି ଉଦ୍ଭାବନ କରୁଛନ୍ତି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି । ଏଥିରେ ଯୋଡିହୋଇଛି...
ଲାପଟପ୍ କିମ୍ବା ମୋବାଇଲ ଫୋନ ପରି ବୈଦୁ୍ୟତିକ ଉପକରଣରୁ ନିର୍ଗତ ହେଉଥିବା ଅତିବାଇଗଣୀ ରଶ୍ମୀ ଶରୀରକୁ କ୍ଷତି ପହଞ୍ଚାଇଥାଏ । ଖାସ୍ କରି ଏହା ଦ୍ୱାରା ତ୍ୱଚା...
୨୦୨୦ ମସିହାରେ ଆଣ୍ଟାର୍କଟିକାରେ ୪ ମାସ ମଧ୍ୟରେ ପ୍ରାୟ ୮୫ ହଜାର ଭୂକମ୍ପ ହୋଇଛି । ଜିଏଫଜେଡ୍ ଜର୍ମାନ ରିସର୍ଚ୍ଚ ସେଣ୍ଟର ଫର୍ ଜିଓସାଇନ୍ସ ଦ୍ୱାରା ଏକ...
ଫିଲ୍ମ ଦୁନିଆରେ ପାଦ ରଖିବା ସମୟରେ ଯୁବ କଳାକାରଙ୍କ ମଧ୍ୟରେ ଏକପ୍ରକାର ଉତ୍ସାହ ଭରି ରହିଥାଏ । ସମସ୍ତଙ୍କଠୁ ଭିନ୍ନ କରିବାର ପ୍ରୟାସ ତାଙ୍କ ଉତ୍କଣ୍ଠାକୁ ଆହୁରି...
ବଲିଉଡର ଧାକଡ୍ ହିରୋଇନ୍ କଙ୍ଗନା ରାଣାୱତ୍ ସବୁବେଳେ ନିଜ କଣ୍ଟ୍ରୋଭର୍ସି ବୟାନ ପାଇଁ ଚର୍ଚ୍ଚାରେ ଥାନ୍ତି । ଏହା ସହ ଦମଦାର ଅଭିନୟ ଓ ନିଜର ଫ୍ୟାଶନ୍...
ଟେଲିଭିଜନ ଦୁନିଆର ଜଣେ ଜଣାଶୁଣା ଚେହେରା ହେଲେ ଦିବ୍ୟଙ୍କା ତ୍ରିପାଠୀ । ତେବେ ସେ ନିଜର ସାଧା ସିଧା ଅନ୍ଦାଜରେ ବି ଲୋକଙ୍କ ପ୍ରିୟ ଷ୍ଟାର ପାଲଟିଛନ୍ତି...
ବିଶ୍ୱ ଭେଟନାରୀ ଡେ’ପ୍ରତିବର୍ଷ ଏପ୍ରିଲ ମାସର ଶେଷ ଶନିବାରରେ ପାଳନ ହୋଇଥାଏ ବିଶ୍ୱ ଭେଟନାରୀ ଦିବସ । ଏହି ଦିବସ ପାଳନର ତାତ୍ପର୍ଯ୍ୟ ଲୋକଙ୍କ ମଧ୍ୟରେ ପ୍ରାଣୀସ୍ୱାସ୍ଥ୍ୟକୁ...
୮୪ ବର୍ଷର ବୃତ୍ତି ଜୀବନବର୍ତ୍ତମାନ ସମୟରେ ଗୋଟିଏ କମ୍ପାନୀରେ ଅଧିକ ଦିନ କାର୍ଯ୍ୟକରିବା କଷ୍ଟକର ହୋଇପଡୁଛି । ଗୋଟିଏ ସ୍ଥାନରେ ଅଧିକ ଦିନ କାମ କଲେ ବିଭିନ୍ନ...
ବିଭିନ୍ନ ଦେଶର ତାଜମହଲଭାରତର ତାଜମହଲ ବିଶ୍ୱରେ ପ୍ରେମର ବାର୍ତ୍ତା ପ୍ରଚାର କରିଥାଏ । ତେବେ ଆଗ୍ରାରେ ଥିବା ଏହି ତାଜମହଲ ଭଳି ବିଶ୍ୱରେ ଆଉ କେତୋଟି ଦେଶରେ...
ବଲିଉଡ୍ ଡେବ୍ୟୁ କରିବେ ଶେହନାଜ୍ ଗିଲ୍ମୁମ୍ବାଇ: ଅପ୍ରେଲ ୨୯: ବିଗବସ୍ ଫେମ୍ ଅଭିନେତ୍ରୀ ଶେହନାଜ୍ ଗିଲ ନିଜ କ୍ୟୁଟ ଅନ୍ଦାଜ ପାଇଁ ସମସ୍ତଙ୍କ ମନ ମୋହିଛନ୍ତି ।...