ହିନ୍ଦୁ ଧର୍ମରେ ଏଭଳି ଅନେକ ଗ୍ରନ‘ ଅଛି ଯାହା ମନୁଷ୍ୟ ଜୀବନରେ ଅନେକ ପ୍ରଭାବ ପକାଇଥାଏ । ସେହିଭଳି ତୁଳସୀଦାସଙ୍କ ରଚୟିତା ରାମଚରିତମାନସ ସର୍ବଦା ଲୋକଙ୍କୁ ଜୀବନରେ...
ନୂଆ ବର୍ଷ ହେଉ କିମ୍ବା ଜନ୍ମ ଦିନ, ବିବାହ ହେଉ ଅବା କୌଣସି ଉତ୍ସବରେ ଲିଖିତ ଶୁଭେଚ୍ଛା ବାର୍ତ୍ତା ଦେବା ବହୁତ ପୂରୁଣା । ହେଲେ ବର୍ତ୍ତମାନ...
ଆମେରିକା ବୈଜ୍ଞାନିକଙ୍କ ଅଦ୍ଭୁତ ଉଦ୍ଭାବନ ସର୍ବଦା ସମସ୍ତଙ୍କୁ ଚକିତ କରିଥାଏ । ଏମାନେ ସ୍ୱାସ୍ଥ୍ୟ ବ୍ୟବସ୍ଥାରେ ମଧ୍ୟ ସର୍ବଦା ଆଗରେ ରହିଥାଆନ୍ତି । ସେହିକ୍ରମରେ ଏକ ଆଶ୍ଚର୍ଯ୍ୟକର...
ବର୍ତ୍ତମାନ ବିଭିନ୍ନ ଧର୍ମିୟ ଭାବନାକୁ ନେଇ ବିଭିନ୍ନ ଗୋଷ୍ଠୀ କନ୍ଦଳ ଓ ମନୋମାଳିନ୍ୟ ଅତି ସାଧାରଣ କଥା । କିନ୍ତୁ ଦୁନିଆରେ ଏପରି ଅନେକ ଲୋକ ଅଛନ୍ତି,...
ଯଦି ଆପଣ ମେକ୍ଅପ୍ର ସଉକ ରଖନ୍ତି ଏବଂ ନୂଆ ନୂଆ ଟ୍ରେଣ୍ଡ୍କୁ ଫଲୋ କରନ୍ତି, ତାହେଲେ ଆପଣଙ୍କୁ ନିଶ୍ଚିତ ଭାବେ ରିଭର୍ସ ମେକ୍ଅପ୍ ଟ୍ରେଣ୍ଡ୍ ସମ୍ପର୍କରେ ଜାଣିବା...
ବିୟୁଟି ଏକ୍ସପର୍ଟ୍ସଙ୍କ ମତରେ କେଶର କ୍ୱାଲିଟି ପାଇଁ କଣ୍ଡିସନର ବହୁତ ଜରୁରୀ । ତେଣୁ ସାମ୍ପ କରିବା ପରେ ସମସ୍ତେ ଚୁଟିରେ କଣ୍ଡିସନର୍ ଲଗାନ୍ତି । ହେଲେ...
ଯଦି ଆପଣ ବାହାରକୁ ସପିଂ ପାଇଁ ଯାଇଛନ୍ତି କିନ୍ତୁ କ୍ରେଡିଡ୍ କାର୍ଡ କିମ୍ବା ଡେବିଟ୍ କାର୍ଡ ନେଇକି ଯାଇନାହାନ୍ତି । ତାହେଲେ କଣ କରିବେ । ନିଶ୍ଚିତ...
ଷ୍ଟାଇଲିସ୍ ଆଉଟଫିଟ୍ ସହ ଫ୍ୟାସନ ଉପକରଣକୁ ମଧ୍ୟ ଅପଡେଟ୍ କରିବା ନିହାତି ଆବଶ୍ୟକ ହୋଇଥାଏ । ସେହିପରି ଟ୍ରେଣ୍ଡିଂ ଆଉଟଫିଟ୍ ସହ ପର୍ସ କିମ୍ବା ହ୍ୟାଣ୍ଡ୍ବ୍ୟାଗ୍ ମଧ୍ୟ...
ଖଜୁରୀ ସ୍ୱାସ୍ଥ୍ୟ ପାଇଁ ବହୁତ ହିତକର । ଖଜୁରୀରେ ମିନେରାଲ, ଫାଇବର ଏବଂ ଭିଟାମିନରୁ ମିଳିଥାଏ ପୋଷଣ । ଗୋଟିଏ ଖଜୁରୀରେ ୬୯୬ ମିଲିଗ୍ରାମ ପୋଟାସିୟମ, ୫୪...
ପ୍ରଫେଶନାଲିଜିମର ପ୍ରଥମ ନିୟମ ହେଉଛି ଅଫିସ ସମ୍ପର୍କକୁ ଘରକୁ ଆଣିବା ଉଚିତ ନୁହେଁ । କି;ୁ ଅଫିସରେ ଘା ଘା ଧରି ସମୟ ବିତାଇବା ଫଳରେ ବ୍ୟକ୍ତିଗତ...