ଆଜିଠୁ ଓଡ଼ିଶାର ୨୪ଟି ସହରରେ ହେଉଛି ଜେଇଇ ମେନ୍-୧ । ପରୀକ୍ଷା ଦେଉଛନ୍ତି ୩୫ ହଜାର ପରୀକ୍ଷାର୍ଥୀ । ୨୦୨୨ ତେବେ ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ...
ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଶରୀରରେ ସମସ୍ତ ପୋଷକ ତ‰ ରହିବା ଆବଶ୍ୟକ । ତେବେ ଏହା କେବଳ ପୁଷ୍ଟିକର ଖାଦ୍ୟରେ ଭରପୂର ଖାଦ୍ୟ ଖାଇଲେ ହିଁ ସମ୍ଭବ...
ଦିନକୁ ଦିନ ଯେତେ ବଦଳିବାରେ ଲାଗିଛି ମଣିଷର ଅଭ୍ୟାସ ମଧ୍ୟ ବଦଳିବାରେ ଲାଗିଛି । ଲୋକ ଏବେ ଅଫିସ ଯିବା ପରିବର୍ତ୍ତେ ୱାର୍କ ଫ୍ରମ ହୋମକୁ ଆପଣେଇଲେଣି...
କଣ ଆପଣ ଜାଣିଛନ୍ତି ବିଶ୍ୱର ସବୁଠାରୁ ସୁନ୍ଦରୀ ମହିଳା କିଏ ? ଆମେ ଏଠାରେ କୌଣସି ମିସ୍ ୱାଲïର୍ କିମ୍ବା ମିସ୍ ୟୁନିଭର୍ସଙ୍କ କଥା କହୁନୁ ।...
ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର କୁଳପତି ପ୍ର. ଅପରାଜିତା ଚୌଧୁରୀଙ୍କ ଅଧ୍ୟକ୍ଷତାରେ ଏବଂ କୁଳସଚିବ ଶ୍ରୀମତୀ ଶ୍ୟାମଳୀ ମହାପାତ୍ରଙ୍କ ନିର୍ଦ୍ଦେଶାନୁସାରେ ବିଶ୍ୱବିଦ୍ୟାଳୟର ପ୍ରେକ୍ଷାଳୟରେ ପ୍ରାକ୍ତନ ଛାତ୍ରୀମାନଙ୍କର ବାର୍ଷିକୋତ୍ସବ –...
କଳାହାଣ୍ଡି ଥୁଆମୂଳ ରାମପୁର ବ୍ଲକ୍ରୁ ୨ ନକଲି ମାଓବାଦୀ ଗିରଫ । ଏମାନେ ବିଭିନ୍ନ ବ୍ୟବସାୟୀ ତଥା ଠିକାଦାରମାନଙ୍କୁ ମାଓବାଦୀ ନାଁରେ ଟଙ୍କା ମାଗୁଥିବା ଅଭିଯୋଗ ହୋଇଥିଲା...
ରାଉରକେଲା ଚାନ୍ଦିପୋଷ ଥାନା ଅଞ୍ଚଳରେ ଏନ୍କାଉଣ୍ଟର । ଏହି ଏନକାଉଣ୍ଟରରେ ଜଣେ କୁଖ୍ୟାତ ଅପରାଧୀ ଗୁରୁତର ହୋଇ ଥିବାବେଳେ ତାଙ୍କ ବାମ ଗୋଡରେ ବାଜିଛି ଗୁଳି ।...
ଶ୍ରୀମନ୍ଦିରର ଆଠଟି ଦ୍ବାର ରୂପା ଛାଉଣୀ ହେବା ପ୍ରସଙ୍ଗ । ଗତବର୍ଷ ନଭେମ୍ବର ୨୬ ତାରିଖରେ କଳାହାଟ ଦ୍ୱାର ରୂପାଛାଉଣି ପାଇଁ ମହଜୁଦ ଥିବା ସମସ୍ତ ୫ଶହ...
ପ୍ରଥମ ସପ୍ତାହ ସୁଦ୍ଧା ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ । ଏନେଇ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ । ଚଳିତଥର ନୂଆ...
ଟିକା କୋଭୋଭାକ୍ସକୁ ଗ୍ରୀନ୍ ସିଗନାଲ । ପିଲାଙ୍କ ପାଇଁ ତୃତୀୟ ଟିକାକୁ ମିଳିଲା ଅନୁମତି । ୭ ରୁ ୧୧ ବର୍ଷ ପିଲାଙ୍କ ପାଇଁ କୋଭୋଭାକ୍ସ ଟିକାକୁ...