1 min read

ଡିଜେ ଆଜେକ୍ସ ଆତ୍ମହତ୍ୟା ମାମଲା । ଅର୍ଥ କାରବାର ଓ ବ୍ଲାକମେଲିଂ ନେଇ ମିଳିଲା ସୁରାକ୍। ଆଜେକ୍ସଙ୍କ ବାନ୍ଧବୀ ଓ ତାଙ୍କ ପୁରୁଷ ବନ୍ଧୁଙ୍କ ସିଡିଆର ରିପୋର୍ଟ...

1 min read

ଅମୃତପାଲ୍‌ ସିଂହଙ୍କ ଉପରେ ଚଢ଼ଉ ଘଟଣା ବିପକ୍ଷରେ ପ୍ରତିବାଦ କରି ପ୍ରଦର୍ଶନ କରୁଥିବା ଖଲିସ୍ତାନୀ ସମର୍ଥକମାନେ ଲଣ୍ଡନ୍‌ସ୍ଥିତ ‘ଇଣ୍ଡିଆ ହାଇକମିସନ୍‌ ବିଲ୍‌ଡିଙ୍ଗ୍‌’ ବାହାରେ ଉଡୁଥିବା ତ୍ରିରଙ୍ଗ ପତାକାକୁ ଅବତରଣ କରାଇବାର କିଛି ସମୟ ପରେ ସେଠାରେ ଭାରତ ଆଗ ଅପେକ୍ଷା ଯଥେଷ୍ଟ ବଡ଼ ତ୍ରିରଙ୍ଗା ଲଗାଇଛି। ଗୋଟାଏ ବଡ ଜାତୀୟ ପତାକା ଲଣ୍ଡନ୍‌ର ଅଲ୍‌ଡ୍‌ୱିଚ୍‌ ସ୍ଥିତ ‘ଇଣ୍ଡିଆ ହାଉସ୍‌’ର ଗୋଟିଏ ପ୍ରାନ୍ତରୁ ଅନ୍ୟ ପ୍ରାନ୍ତକୁ ବ୍ୟାପିଥିବାର ଫଟୋ ସମ୍ପ୍ରତି ସାମାଜିକ ଗଣମାଧ୍ୟ‌ମରେ ଭାଇରାଲ୍‌ ହେଉଛି । ଏଭଳି ପଦ‌କ୍ଷେପକୁ ସାମାଜିକ ଗଣମାଧ୍ୟମ ବ୍ୟବହାରକାରୀମାନେ ମଧ୍ୟ ଖୁବ୍‌ ପ୍ରଶଂସା କରିଛନ୍ତି । ଏହି ଫଟୋକୁ ‘ଟୁଇଟର୍‌’ ପୋଷ୍ଟ୍‌ରେ ସେୟାର୍‌ କରି ‘ବିଜେପି’ର ଜାତୀୟ ମୁଖପାତ୍ର ଜୟବୀର ଶେର୍ଗିଲ୍‌ କହିଛନ୍ତି, ‘ଝଣ୍ଡା ଉଁଚା ରହେ ହମାରା’।

1 min read

ଭାରତରେ ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା । ପ୍ରତିରକ୍ଷା ଓ ନିରାପତ୍ତା, ବାଣିଜ୍ୟ ଓ ବିନିଯୋଗ ଏବଂ ଉଚ୍ଚ ପ୍ରଯୁକ୍ତି ସମେତ ଅନେକ କ୍ଷେତ୍ରରେ ଦ୍ବିପାକ୍ଷିକ ସମ୍ପର୍କ...

1 min read

ରାମଲୀଲା ମୈଦାନରେ କେନ୍ଦ୍ର ବିରୋଧରେ ଚାଷୀଙ୍କ ରଣହୁଙ୍କାର । ଦିଲ୍ଲୀରେ ଚାଷୀ ଆନ୍ଦୋଳନ ପାର୍ଟ-୨ । କିଷାନ ମହାପଞ୍ଚାୟତରେ କେନ୍ଦ୍ର ବିରୋଧରେ ଗର୍ଜନ କରିବେ ଚାଷୀ ।...

1 min read

ବଲିଉଡ଼ ଭାଇଜାନ୍ ସଲମାନ ଖାନଙ୍କୁ ଧମକପୂର୍ଣ୍ଣ ମେଲ୍ । ବାନ୍ଦ୍ରା ଥାନାରେ ଏତଲା ଦାୟର । ଗ୍ୟାଙ୍ଗଷ୍ଟର ଲରେନ୍ସ ଓ ଗ୍ୟାଙ୍ଗ ନାଁରେ ଏତଲା ପରେ ଇମେଲ୍‌ର...

1 min read

ଦିଲ୍ଲୀ ଇଡି ଅଫିସରେ ହାଜର ହେଲେ ବିଆରଏସ୍ ନେତ୍ରୀ କେ. କବିତା । ଦିଲ୍ଲୀ ମଦ ନୀତି ମାମଲାରେ କବିତା ହାଜର ହୋଇଛନ୍ତି । ମଦ ନୀତି...

1 min read

ଆଜି ସରିଲା ମାଟ୍ରିକ ପରୀକ୍ଷା । ଏପ୍ରିଲ୍ ୩ ତାରିଖରୁ ମାଟ୍ରିକ ଖାତା ମୂଲ୍ୟାୟନ ଆରମ୍ଭ ହେବ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି। ବୋର୍ଡ ସଭାପତି...