ବିଭିନ୍ନ ସଂସଦୀୟ କ୍ଷେତ୍ର ପାଇଁ ପର୍ଯ୍ୟବେକ୍ଷକ ନିଯୁକ୍ତ କଲା ବିଜେଡି । ବ୍ରହ୍ମପୁର ସଂସଦୀୟ କ୍ଷେତ୍ର ପାଇଁ ମାନସ ମଙ୍ଗରାଜ ପର୍ଯ୍ୟବେକ୍ଷକ ନିଯୁକ୍ତ । ହିନ୍ଦୋଳ ଓ...
ଆଜି ହେଉଛି ଶେଷ ରଜ ବା ଭୂମି ଦହନ । ରଜ ପାଇଁ ଉତ୍ସଵ ମୁଖର ସାରା ଓଡିଶା । ସବୁଠି ମହାଆଡମ୍ବରରେ ପାଳନ ହେଉଛି ଉତ୍ସବ।...
ଆଜିଠୁ ଆରମ୍ଭ ହେଉଛି ‘ମୋ ଘର’ ଆବେଦନ ପ୍ରକ୍ରିୟା । rhodisha. gov. in/ moghara ଓ୍ବେବସାଇଟ ମାଧ୍ୟମରେ ଋଣ ପାଇବା ପାଇଁ ଆଗ୍ରହୀ ବ୍ୟକ୍ତି ଆବେଦନ...
ଜଗନ୍ନାଥ ଧାମ ପୁରୀ ରଥଯାତ୍ରା ପାଇଁ ବିଶ୍ବ ପ୍ରସିଦ୍ଧ । ପ୍ରତିବର୍ଷ ପୁରୀରେ ଲକ୍ଷ ଲକ୍ଷ ଲୋକଙ୍କ ସମାଗମ ହୋଇଥାଏ । ରଥରେ ପ୍ରଭୁ ଜଗନ୍ନାଥ, ବଳଭଦ୍ର...
ଜଗନ୍ନାଥ ଧାମ ପୁରୀ ରେ ପ୍ରତିବର୍ଷ ରଥଯାତ୍ରା ପାଳନ କରାଯାଏ । ଏହା ପ୍ରଭୁ ଜଗନ୍ନାଥଙ୍କ ଗୁଣ୍ଡିଚା ମନ୍ଦିର ଏବଂ ତାଙ୍କର ମାଉସୀ ମା ମନ୍ଦିର ବାର୍ଷିକ...
ପୁରୀର ରଥ ମହୋତ୍ସବର ବିଶାଳ ଶୋଭାଯାତ୍ରା ଓଡିଶାର ସମୃଦ୍ଧ ସଂସ୍କୃତି ପ୍ରତିଫଳିତ କରେ । ଦେବତାମାନଙ୍କର ମୂର୍ତ୍ତିଗୁଡ଼ିକ ସୁନ୍ଦର ରଥ ଉପରେ ରଖାଯାଇଥାଏ । ଲକ୍ଷ ଲକ୍ଷ...
ରଥ ଯାତ୍ରା ପ୍ରଭୁ ଜଗନ୍ନାଥ, ଦେବୀ ସୁଭଦ୍ରା ଏବଂ ଭଗବାନ ବଳଭଦ୍ରଙ୍କ ରଥ ମହୋତ୍ସବ । ଯାହାକି ଓଡିଶାରେ ଆୟୋଜିତ ହେଉଥିବା ସବୁଠାରୁ ବଡ ତଥା ଲୋକପ୍ରିୟ...
ରଥ ଯାତ୍ରା କେବଳ ଓଡିଶାରେ ନୁହେଁ ସମଗ୍ର ଦେଶରେ ବହୁ ପ୍ରତୀକ୍ଷିତ ପର୍ବ ଅଟେ । ଏହି ଯାତ ଜୁନ୍ କିମ୍ବା ଜୁଲାଇ ମାସରେ ପାଳନ କରାଯାଏ...
ଜାମ୍ମୁ-କାଶ୍ମୀରରେ ସେନାକୁ ବଡ ସଫଳତା । କୁପୱାଡା ଠାରେ ପୋଲିସ ଓ ସେନାର ମିଳିତ ଅପରେଶନ ବେଳେ ଆତଙ୍କବାଦୀଙ୍କ ସହ ମୁହାଁମୁହିଁ ହୋଇଥିଲେ । ଏଥିରେ ଯବାନଙ୍କ...
ଜୁନ ୧୪କୁ ମୁମ୍ବାଇ ଟ୍ରାଫିକ ପୋଲିସ୍ ‘ନୋ ହର୍ଣ୍ଣ ଡେ’ ଭାବେ ପାଳନ କରିବ। ଏଥିସହ ଅଯଥାରେ ହର୍ଣ୍ଣ ବଜାଇ ଗାଡ଼ି ଚଳାଉଥିବା ଲୋକଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। ଶବ୍ଦ ପ୍ରଦୂଷଣକୁ ରୋକିବା ଓ ତଥା ପରିବେଶରେ ସନ୍ତୁଳତା ଆଣିବା ପାଇଁ ମୁମ୍ବାଇ ପୋଲିସ ଏପରି ପଦକ୍ଷେପ ନେଇଛି। ଯୁଗ୍ମ କମିଶନର ପ୍ରବୀଣ ପଡୱାଲ କହିଛନ୍ତି, “ରାସ୍ତାରେ ବଢୁଥିବା ଶବ୍ଦ ପ୍ରଦୂଷଣର ମାତ୍ରାକୁ ହ୍ରାସ କରିବା ପାଇଁ ଏପରି ପଦକ୍ଷେପ ନିଆଯାଇଛି। ଏହି ଅଭିଯାନକୁ ସବୁ ଗାଡ଼ି ଚାଳକ ସକାରାତ୍ମକ ଭାବେ ଗ୍ରହଣ କରନ୍ତୁ।