ବକ୍ସ ଅଫିସରେ ଭଲ ରୋଜଗାର କରୁଛି ଶାହାରୁଖ ଖାନଙ୍କ ଅଭିନୀତ ଫିଲ୍ମ ଯବାନ । ପ୍ରଥମ ଦିନରେ ଅଧିକ ବ୍ୟବସାୟ କରି ରେକର୍ଡ କରିଛି । କିନ୍ତୁ...
ଆସୁଛି ଦୀପାବଳି । ବାଣ ଫୁଟାଇବାକୁ ନେଇ ସୁପ୍ରିମକୋର୍ଟରେ ମାମଲା ଚାଲିଥିଲା । ପୂର୍ବରୁ ବାଣ ଫୁଟାଇବାକୁ ନେଇ ପ୍ରତିବନ୍ଧକ ଲାଗିଥିବାବେଳେ ମନୋଜ ତିଓ୍ବାରୀ ଏହା ବିରୋଧରେ...
ରାଜସ୍ଥାନ ବିଧାନସଭା ଯେତେ ନିକଟତର ହେଉଛି ବିରୋଧୀ ବିଜେପିରେ ସେତିକି ଭିତିରି କନ୍ଦଳ ପଦାରେ ପଡୁଛି । ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା...
ଆଫ୍ରିକୀୟ ଦେଶ ଲିବ୍ୟାରେ ଡାନିୟଲ ତୁଫାନ ଓ ବନ୍ୟାର ଭରଙ୍କର ପରିସ୍ଥିତି । ଝଡରେ ୧୦ ହଜାର ଜନସଂଖ୍ୟା ବିଶିଷ୍ଟ ଡେର୍ନା ସହର ନିକଟରେ ଥିବା ଦୁଇଟି...
ଲଘୁଚାପର ରୂପ ନେଲା ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ । ଉତ୍ତର ବଙ୍ଗୋପସାଗରର ମଧ୍ୟଭାଗରେ କେନ୍ଦ୍ରୀଭୂତ ହୋଇଛି ଲଘୁଚାପ । ୨୪ ଘଣ୍ଟାରେ ଓ୍ବେଲମାର୍କ ଲୋପ୍ରେସରରେ ପରିଣତ ହେବ...
ରାଜସ୍ଥାନ ଭରତପୁରର ଜାତୀୟ ରାଜପଥ ଉପରେ ଭୟଙ୍କର ଦୁର୍ଘଟଣା ଘଟିଛି । ଯେଉଁଥିରେ ୧୧ଜଣଙ୍କ ଜୀବନ ଚାଲିଯାଇଛି । ୧୨ଜଣରୁ ଅଧିକ ଲୋକ ଗୁରୁତର ଭାବେ ଆହତ...
କେଉଁ ଦଳ କେଉଁଠି କେତେ ପ୍ରାର୍ଥୀ ଦେବ । ଆଜି ବିରୋଧୀ ଇଣ୍ଡିଆ ମେଣ୍ଟ ବୈଠକରେ ଆଲୋଚନା ହେବ । ସମନ୍ୱୟ କମିଟିରେ ଥିବା ୧୪ ଜଣ...
ସାଧାରଣ ନିର୍ବାଚନ ପାଇଁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି । ଓଡ଼ିଶା ଗସ୍ତରେ ଆସିଛନ୍ତି କେନ୍ଦ୍ର ନିର୍ବାଚନ ଆୟୋଗଙ୍କ ଟିମ୍ । ଆଜି ଭୁବନେଶ୍ୱର ଖାରବେଳ ଭବନରେ ଜିଲ୍ଲାପାଳଙ୍କ...
ନୂଆ ସଂସଦରେ କର୍ମଚାରୀମାନେ ନୂଆ ୟୁନିଫର୍ମ ପାଇବେ । ପୁରୁଣା ସଂସଦ ଗୃହରୁ ନୂଆ ସଂସଦ ଗୃହରେ ପ୍ରବେଶ ୧୯ ସେପ୍ଟେମ୍ବର ରହିଛି । ଗଣେଷ ପୂଜା...
ଆଜିଠୁ ପ୍ରାଥମିକ ସ୍କୁଲରେ କନିଷ୍ଠ ଶିକ୍ଷକ ପଦବୀ ପାଇଁ ଆବେଦନ । ୨୦ ହଜାର ଶିକ୍ଷକ ନିଯୁକ୍ତି ପାଇଁ ଦୁଇ ଦିନ ତଳେ ବାହାରିଥିଲା ବିଜ୍ଞପ୍ତି ।...