ନେଦରଲାଣ୍ଡସ ବିପକ୍ଷରେ ବିଜୟ ସହ ଟିମ୍ ଇଣ୍ଡିଆ ଅନେକ ରେକର୍ଡ ମଧ୍ୟ ନିଜ ନାଁରେ କରିଛି । ଚଳିତ ବିଶ୍ୱକପର ଶେଷ ଲିଗ୍ ମ୍ୟାଚରେ ନେଦରଲାଣ୍ଡସ ବିପକ୍ଷରେ...
ହାଇଦ୍ରାବାଦର ନାମପଲ୍ଲୀ ଅଞ୍ଚଳରେ ଭୟଙ୍କର ଅଗ୍ନିକାଣ୍ଡ । ଏକ ଆପାର୍ଟମେଣ୍ଟରେ ନିଆଁ ଲାଗିଥିବା ବେଳେ ଘଟଣାରେ ୬ ଜଣଙ୍କର ମୃତ୍ୟୁ ହୋଇଛି । ଅଗ୍ନିକାଣ୍ଡର ଭୟାବହତା ଏତେ...
ପାକିସ୍ତାନର କରାଚିରେ ଆଉଜଣେ ଭାରତ ବିରୋଧୀ ଧାର୍ମିକ ନେତାଙ୍କୁ ହତ୍ୟା । ମୌଲାନା ରହୀମୁଲ୍ଲା ତାରିକକୁ ପାକିସ୍ଥାନର ଓରଙ୍ଗି ଟାଉନ ଅଞ୍ଚଳରେ ଜଣେ ଅଜଣା ବ୍ୟକ୍ତି ଗୁଳି...
ଉତ୍ତରାଖଣ୍ଡ, ଉତରକାଶୀରେ ନିର୍ମାଣଧୀନ ଟନେଲ ଦୁର୍ଘଟଣାରେ ଫସି ରହିଛନ୍ତି ଓଡିଆ ଶ୍ରମିକ । ଓଡିଆ ଶ୍ରମିକ ଫସି ରହିଥିବା ସୂଚନା ଦେଲେ ଉତରକାଶୀ ଏସପି । ରବିବାର...
ଦୀପାବଳିରେ ବାଣ ଯୋଗୁ ବିଭିନ୍ନ ସ୍ଥାନରେ ଘଟିଛି ଅଘଟଣ । ବାଲିପାଟଣାର ବିଭିନ୍ନ ସ୍ଥାନରେ ନିଆଁ ଲାଗି ଦୁର୍ଘଟଣା ଘଟିଛି । ସେହିଭଳି ବାଲିଅନ୍ତା ବ୍ଳକ ପ୍ରତାପୁରୁଦ୍ରପୁର...
ଶିକ୍ଷା କ୍ଷେତ୍ରରେ ଭାରତ ଅନେକ ଦେଶଠାରୁ ଆଗରେ ଅଛି । ଏଠାରେ ଏପରି ଅନେକ ବିଦ୍ୟାଳୟ ଅଛି ଯେଉଁଠାରେ ପିଲାମାନଙ୍କୁ ବିଶ୍ୱ ସ୍ତରୀୟ ଶିକ୍ଷା ଦିଆଯାଏ ।...
ଆଜି ଆଣ୍ଡାମାନ ସାଗରରେ ସୃଷ୍ଟିହେବ ଘୂର୍ଣ୍ଣିବଳୟ । ଆସନ୍ତାକାଲି ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ । ପରବର୍ତ୍ତୀ ୪୮ ଘଣ୍ଟା ମଧ୍ୟରେ ନେବ ଅବପାତର ରୂପ...
ସୁପ୍ରିମକୋର୍ଟଙ୍କ ସବୁ କଟକଣାକୁ ଫୁ କଲେ ଦିଲ୍ଲୀ ବାସିନ୍ଦା । ଲୋକେ ମାନିଲେନି କଟକଣା । ବାଣ ଫୁଟାଇବା ଉପରେ କଟକଣା ଲାଗିଥିବା ସତ୍ୱେ ଦିଲ୍ଲୀରେ ଲୋକେ...
ଦୀପାବଳି ଅବସରରେ ଯବାନଙ୍କ ପାଖରେ ପହଂଚିଛନ୍ତି ପ୍ରଧାନମନ୍ତ୍ରୀ । ଯବାନଙ୍କ ସହ ଦୀପାବଳି ପାଳିଛନ୍ତି ପ୍ରଧାନମନ୍ତ୍ରୀ । ଆଜି ସକାଳୁ ହିମାଚଳପ୍ରଦେଶର ଲେପ୍ଚାରେ ପହଂଚିଥିଲେ ମୋଦୀ ।...
ହରିୟାଣାର ସୋନିପଥରେ ଏକ ଆପାର୍ଟମେଣ୍ଟର ୭ ମହଲାରେ ଲାଗିଲା ଭୀଷଣ ନିଆଁ । ବିକଳରେ ଲୋକେ ବେଡସିଟ ଓ ଲୁଗା ଗୁଡାଇ ହୋଇ ତଳକୁ ଖସୁଥିବାର ଦେଖିବାକୁ...