() ଗ୍ରେ ଲିଷ୍ଟରୁ ପାକିସ୍ତାନକୁ ଏବେ ମୁକ୍ତି ମିଳିବନି । ଗତ ଦୁଇ ବର୍ଷ ଧରି ପାକିସ୍ତାନ ଗ୍ରେ ଲିଷ୍ଟରେ ଥିବାବେଳେ ଏହାର ସର୍ତ୍ତ ଠିକ୍ ଭାବେ ମାନିଛି କି ନାହିଁ ପ୍ରଥମେ ତା’ର ଅନୁଧ୍ୟାନ କରାଯିବ । ଏଫଏଟିଏଫ ପକ୍ଷରୁ ପାକିସ୍ତାନ ଭିଜିଟ କରି ସ୍ଥିତି ଅନୁଧ୍ୟାନ କରିବାପରେ ଏଥିରୁ ମୁକ୍ତି ମିଳିବ କି ନାହିଁ ସେ ବିଷୟରେ ନିଷ୍ପତ୍ତି ନିଆଯିବ । ଆତଙ୍କବାଦୀ ଫଣ୍ଡିଂ ପାଇଁ ପାକିସ୍ତାନକୁ ଗ୍ରେ ଲିଷ୍ଟରେ ରଖାଯାଇଥିଲା । ତେବେ ଆଗକୁ ପାକିସ୍ତାନ ଯେମିତି ଟେରର ଫଣ୍ଡିଂ ନ କରେ ସେଥିପ୍ରତି ମଧ୍ୟ ଦୃଷ୍ଟି ଦିଆଯିବ । ଏନେଇ ଏଫଏଟିଏଫ ପ୍ରେସିଡେଣ୍ଟ ମାରକସ୍ ପ୍ଲେୟାର ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ପାକିସ୍ତାନକୁ ପରୋକ୍ଷରେ ଚେତାବନୀ ଦେଇଛନ୍ତି ।
“The eyes believe themselves, the ears believe other people.”
More Stories
ଗୋମାଂସ ଚାଲାଣ କରୁଛନ୍ତି ରଣେନ୍ଦ୍ର ପ୍ରତାପ ସ୍ବାଇଁ- ବିଜେପି
ବିଜୁ ବାବୁଙ୍କ ନାଁକୁ ଡରୁଛି ବିଜେପି-ପ୍ରମିଳା
ନବୀନଙ୍କୁ ଚିଠିରେ କଣ ଲେଖିଛନ୍ତି ମୋହନ୍