The Topmost

“The eyes believe themselves, the ears believe other people.”

chopstick will change your taste of food

Now chopstick can change your taste of food .

ଚପ୍‌ଷ୍ଟିକ୍‌ ବଢାଇବ ଖାଦ୍ୟର ସ୍ୱାଦ
ବିଭିନ୍ନ ନୂଆ ଉପକରଣ ବାହାର କରିବାରେ ଜାପାନ ସର୍ବଦା ଆଗରେ ରହିଥାଏ । ସେହି କ୍ରମରେ ନିଜର ଉପକରଣ ତାଲିକାରେ ଆଉ ଏକ ଉପକରଣ ଜାପାନ ଯୋଡିଛି । ଜାପାନିଜ୍‌ ଗବେଷକମାନେ ଏକ ଚପ୍‌ଷ୍ଟିକ୍‌ ବାହାର କରିଛନ୍ତି ଯାହା ଇଲେକଫି ଦ୍ୱାରା ଚାଳିତ ହେଉଥିବା ବେଳେ ଏହା ଖାଦ୍ୟର ସ୍ୱାଦ ମଧ୍ୟ ପରିବର୍ତ୍ତନ କରିପାରିବ । ମେଜି ବିଶ୍ୱବିଦ୍ୟାଳୟର କେତେକ ଗବେଷକ ଏଭଳି ନିଆରା ଚପ୍‌ଷ୍ଟିକ୍‌ ଉଦ୍ଭାବନ କରିଛନ୍ତି । ଏହି ଉପକରଣ ଏକ ପ୍ରକାରର ଇଲେକ୍‌ଟ୍ରିକ କରେଣ୍ଟ ବ୍ୟବହାର କରି ଚପ୍‌ଷ୍ଟିକ୍‌ ସାହାଯ୍ୟରେ ଖାଦ୍ୟରୁ ସୋଡିୟମ ଆଇରନ୍‌ସକୁ ପାଟିକୁ ଟ୍ରାନ୍ସମିଟ୍‌ କରିପାରିବ । ଯାହା ପାଟିରେ ଏକ ଲୁଣିଆ ସ୍ୱାଦର ଅନୂଭବ ଦେବ । ଖାଦ୍ୟର ଲୁଣାଆ ସ୍ୱାଦ ପାଖାପାଖି ଦେଢଗୁଣା ଏହି ଉପାୟରେ ବଢିପାରିବ । ଏହି ଚପ୍‌ଷ୍ଟିକରେ ଏକ ମିନି କମ୍ପୁ୍ୟଟର ଫିଟ୍‌ କରାଯାଇଛି । ଏହି ଉପାୟ ଲୁଣ କମ ଖାଇବାକୁ ଚାହୁଁଥିବା ଲୋକଙ୍କୁ ବେଶ ସହାୟକ ହେବ । ଲୁଣ ନଖାଇ ମଧ୍ୟ ଲୋକ ଲୁଣର ଟେଷ୍ଟ ଅନୁଭବ କରିପାରିବେ । ଏହା ବ୍ୟବହାର କରିବା ଫଳରେ ଆମ ଖାଦ୍ୟ ତାଲିକାରୁ ଆମ ମନପସନ୍ଦର ଖାଦ୍ୟକୁ କାଟିବାକୁ ମଧ୍ୟ ପଡିବନି ।

chopstick will change your taste of food
chopstick will change your taste of food @thetopmost-01

https://thetopmost.in/?p=1482

https://thetopmost.in/?p=1341

https://thetopmost.in/?p=1268

https://thetopmost.in/?p=1501