କୁମ୍ଭମେଳାରେ ବୁଡ଼ ପକାଇବା ପାଇଁ ପ୍ରୟାଗରାଜ ବାହାରିଲେ ମାନ୍ୟବର ବାଣିଜ୍ୟ ପରିବହନ ଏବଂ ଇସ୍ପାତ ଓ ଖଣି ମନ୍ତ୍ରୀ ଶ୍ରୀ ବିଭୁତି ଭୂଷଣ ଜେନା ।ସାଥିରେ ଅଛନ୍ତି ମାନ୍ୟବର ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ବିଜ୍ଞାନ ବୈଷୟିକ ମନ୍ତ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଏବଂ ମତ୍ସ୍ୟ, ପ୍ରାଣୀ ସମ୍ପଦ ବିକାଶ, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମାନ୍ୟବର ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ ଓ ପରିବାର ବର୍ଗ ।
ଦେଶର ବିଭିନ୍ନ କୋଣ ଅନୁକୋଣରୁ ବାହାରୁଛନ୍ତି ଶ୍ରଦ୍ଧାଳୁ । କୁମ୍ଭମେଳାର ଐଶ୍ବରୀୟ ପରିବେଶର ଅନୁଭୂତି ନେବା ପାଇଁ ସମସ୍ତେ ବ୍ୟଗ୍ର । ଏହି ଲାଳସାରୁ ବାଦ୍ ପଡିନାହାଁନ୍ତି ବିଭିନ୍ନ ନେତା ମନ୍ତ୍ରୀ । ତେବେ ନିଜର ଆଧ୍ୟାତ୍ମିକ ଭାବନା ନେଇ ବିଭିନ୍ନ ବ୍ୟକ୍ତିଙ୍କ ସହିତ ଲୋକେ ବୁଡ ପକାଇଥାନ୍ତି ।
More Stories
କଳାହାଣ୍ଡି ଗସ୍ତରେ ମୁଖ୍ୟମନ୍ତ୍ରୀ, ଲାଗିଛି ବ୍ୟାପକ ପ୍ରସ୍ତୁତି
କଥା ରଖିଲେ ମୋହନ, ଶ୍ରୀମନ୍ଦିରକୁ 500 କୋଟିର କର୍ପସ ପାଣ୍ଠି ମଞ୍ଜୁର
ସବୁଠୁ ବଡ ସମସ୍ୟା ମହିଳାଙ୍କ ସୁରକ୍ଷା- ସୁପ୍ରିୟା ଶ୍ରୀନେତ