The Topmost

“The eyes believe themselves, the ears believe other people.”

Look Back New Year Trends: କଣ ଚାଲିଛି ଫ୍ୟାଶନ୍ ଟ୍ରେଣ୍ଡ୍

2024-ଫ୍ୟାଶନ୍-ଟ୍ରେଣ୍ଡ୍ |
2024 ବର୍ଷରେ ବିଭିନ୍ନ ଜିନିଷର ପରିବର୍ତ୍ତନ ଆମେ ଦେଖିଛେ । ତେବେ ଏହି ବର୍ଷ ଫ୍ୟାଶନ୍ ଜଗତରେ ବି ଅନେକ ପରିବର୍ତ୍ତନ ଦେଖିବାକୁ ମିଳିଛି । ବହୁ ପୁରୁଣା ଷ୍ଟାଇଲ୍ ର ଏଣ୍ଟ୍ରି ସହିତ ବହୁ ନୂଆ ଷ୍ଟାଇଲର ଆବିଷ୍କାର ମଧ୍ୟ ହୋଇଛି । ତେବେ ଆସନ୍ତୁ ନଜର ପକାଇବା କିଛି ଏପରି ଷ୍ଟାଇଲ୍ ବିଷୟରେ ଯାହା ଆପଣଙ୍କୁ ଷ୍ଟାଇଲିସ୍ ଲୁକ୍ ଦେବାରେ ବିଶେଷ ସଫଳ ହୋଇଛି ଏହି 2024ରେ ।

Polished Preppy

Quiet Luxury

Grandpa Chic

Hyperfeminine

Volume & Shapes

Jelly Fashion

Pops of Color

Jazz Revival

Sustainability

ତେବେ 2024 ବର୍ଷରେ ଏହି ଫ୍ୟାଶନ୍ ସାରା ଦୁନିଆକୁ ଆକର୍ଷିତ କରିଛି ।