2024-ଫ୍ୟାଶନ୍-ଟ୍ରେଣ୍ଡ୍ |
2024 ବର୍ଷରେ ବିଭିନ୍ନ ଜିନିଷର ପରିବର୍ତ୍ତନ ଆମେ ଦେଖିଛେ । ତେବେ ଏହି ବର୍ଷ ଫ୍ୟାଶନ୍ ଜଗତରେ ବି ଅନେକ ପରିବର୍ତ୍ତନ ଦେଖିବାକୁ ମିଳିଛି । ବହୁ ପୁରୁଣା ଷ୍ଟାଇଲ୍ ର ଏଣ୍ଟ୍ରି ସହିତ ବହୁ ନୂଆ ଷ୍ଟାଇଲର ଆବିଷ୍କାର ମଧ୍ୟ ହୋଇଛି । ତେବେ ଆସନ୍ତୁ ନଜର ପକାଇବା କିଛି ଏପରି ଷ୍ଟାଇଲ୍ ବିଷୟରେ ଯାହା ଆପଣଙ୍କୁ ଷ୍ଟାଇଲିସ୍ ଲୁକ୍ ଦେବାରେ ବିଶେଷ ସଫଳ ହୋଇଛି ଏହି 2024ରେ ।
Polished Preppy

Quiet Luxury

Grandpa Chic
Hyperfeminine
Volume & Shapes
Jelly Fashion
Pops of Color
Jazz Revival
Sustainability
ତେବେ 2024 ବର୍ଷରେ ଏହି ଫ୍ୟାଶନ୍ ସାରା ଦୁନିଆକୁ ଆକର୍ଷିତ କରିଛି ।
More Stories
2026 ରେ କରନ୍ତୁ ଏହି ମ୍ୟାନିଫେଷ୍ଟେସନ୍, ବଦଳିଯିବ ଜୀବନ
ଋଷ୍ ଠାରୁ ତେଲ କିଣିବା ପଡିଲା ମହଙ୍ଗା
ମୋଦୀଙ୍କ ଜି-୭ ବୈଠକରେ ଉପସ୍ଥିତିକୁ ନେଇ ବିବାଦ