୨୦୨୫ ବର୍ଷ ପାଇଁ କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ କେନ୍ଦ୍ର ସରକାର ସରକାରୀ ଛୁଟିଦିନର ଏକ ଲିଷ୍ଟ ଜାରି କରିଛନ୍ତି । ଏହି ପ୍ରତିବନ୍ଧିତ ଛୁଟିଦିନର ଲିଷ୍ଟ ମଧ୍ୟରୁ ପ୍ରତ୍ୟେକ କର୍ମଚାରୀ ଯେ କୌଣସି ଦୁଇଦିନର ଛୁଟି ପାଇଁ ଅନୁମତି ପାଇପାରିବେ । ନିର୍ଦ୍ଦିଷ୍ଟ ଛୁଟି ବ୍ୟତୀତ ପ୍ରତ୍ୟେକ କର୍ମଚାରୀ ଏହି ଲିଷ୍ଟରୁ ଦୁଇଟି ଛୁଟି ନେବାର ସୁବିଧା ପାଇପାରିବେ ।
ନୂଆଦିଲ୍ଲୀ / ଦିଲ୍ଲୀ ବାହାରେ ଥିବା କେନ୍ଦ୍ର ସରକାରଙ୍କ ପ୍ରଶାସନିକ କାର୍ଯ୍ୟାଳୟଗୁଡ଼ିକ ନିମ୍ନଲିଖିତ ଛୁଟିଦିନ ବାଧ୍ୟତାମୂଳକ ଭାବେ ପାଇବେ । ଏଥିସହିତ ୧୨ଟି ବିକଳ୍ପ ଛୁଟିଦିନ ମଧ୍ୟରୁ ଅତିରିକ୍ତ ୩ଟି ଛୁଟିଦିନ ବାଛି ପାରିବେ ।
୧. ସାଧାରଣତନ୍ତ୍ର ଦିବସ
୨. ସ୍ୱାଧିନତା ଦିବସ
୩. ମହାତ୍ମା ଗାନ୍ଧୀଙ୍କ ଜନ୍ମଦିବସ
୪. ବୁଦ୍ଧ ପୂର୍ଣ୍ଣିମା
୫. ଖ୍ରୀଷ୍ଟମାସ ଦିବସ
୬. ଦଶହରା (ବିଜୟା ଦଶମୀ)
୭. ଦିୱାଲୀ (ଦୀପାବଳି)
୮. ଗୁଡ୍ ଫ୍ରାଇଡେ
୯. ଗୁରୁୁ ନାନାକଙ୍କ୍ ଜନ୍ମଦିବସ
୧୦. ଇଦ୍ ଉଲ ଫିତର
୧୧. ଇଦ୍ ଉଲ ଜୁହା
୧୨. ମହାବୀର ଜୟନ୍ତୀ
୧୩. ମହରମ୍
୧୪. ପ୍ରୋଫେଟ ମହମ୍ମଦଙ୍କ ଜନ୍ମଦିବସ (ଇଦ-ଇ-ମିଲାଦ)
୧୨ଟି ବିକଳ୍ପ ଛୁଟିଦିନ
୧. ଦଶହରା ପାଇଁ ଏକ ଅତିରିକ୍ତ ଦିବସ
୨. ହୋଲି
୩. ଜନ୍ମାଷ୍ଟମୀ (ବୈଷ୍ଣବୀ)
୪. ରାମ ନବମୀ
୫. ମହା ଶିବରାତ୍ରୀ
୬. ଗଣେଶ ଚତୁର୍ଥୀ / ବିନାୟକ ଚତୁର୍ଥୀ
୭. ମକର ସଂକ୍ରାନ୍ତି
୮. ରଥ ଯାତ୍ରା
୯. ଓନାମ
୧୦. ପୋଙ୍ଗଲ
୧୧. ଶ୍ରୀ ପଞ୍ଚମୀ / ବସନ୍ତ ପଞ୍ଚମୀ
୧୨. ବିଷୁ / ବୈଶାଖୀ / ବୈଶାଖଡ଼ି / ଭାଗ ବିହୁ / ମାଶାଡ଼ି ଉଗାଡ଼ି / ଚୈତ୍ର ଶୁକ୍ଲାଡ଼ି / ଛେଟି ଚାନ୍ଦ / ଗୁଡ଼ି ପାଡବା / ପ୍ରଥମ ନବରାତ୍ର ଆଇ ନାଓରାଜ / ଛଟ ପୂଜା ଆଇ କର୍ବା ଚୌଠ ।
More Stories
magic of sugarcane juice ଆଖୁରସର ଚମତ୍କାରୀତା
କାହିଁକି ଟ୍ରେଣ୍ଡରେ ଏହି ସବୁଡ ଚା
ଆପଣଙ୍କ ତ୍ବଚା ବିନା କାରଣରେ ମଳିନ ଦେଖାଯାଉଛି କି