ଆଜି ପ୍ରକାଶ ପାଇଲା JEE MAIN ସେସନ୍-୧ ରେଜଲ୍ଟ । ଜୁନ୍ ୨୩ରୁ ୨୯ ପର୍ଯ୍ୟନ୍ତ ହୋଇଥିବା ପରୀକ୍ଷାର ରେଜଲ୍ଟ ପ୍ରକାଶ ପାଇଛି । NTAର ଅଫିସିଆଲ୍ ଓ୍ୱେବସାଇଟ jeemain.nta.nic.inରେ ପରୀକ୍ଷାର୍ଥୀ ସେମାନଙ୍କର ଫଳାଫଳ ଦେଖିପାରିବେ । ପ୍ରାୟ ୧୦ ଲକ୍ଷ ପରୀକ୍ଷାର୍ଥୀ ସେସନ-୧ ପରୀକ୍ଷା ଦେଇଥିଲେ । ଜୁଲାଇ ୨୧ରୁ ୩୦ ପର୍ଯ୍ୟନ୍ତ ଜେଇଇ ମେନ୍ ସେସନ୍-୨ ପରୀକ୍ଷା ହେବ । ଜେଇଇ ମେନ୍ ସେସନ-୨ ପରୀକ୍ଷା ପାଇଁ ରେଜିଷ୍ଟ୍ରେସନ ପ୍ରକ୍ରିୟା ଜୁଲାଇ ୯ତାରିଖରେ ଶେଷ ହୋଇଛି । ଜେଇଇ ମେନ୍ ରେଜଲ୍ଟ ନିଷ୍ପତ୍ତି ନେବ କେଉଁମାନେ ଜେଇଇ ଆଡଭାନ୍ସ ପାଇଁ ହେବେ ଯୋଗ୍ୟ ।
More Stories
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା