୧୪୬ତମ IPUରେ ପୁଣିଥରେ ସାଂସଦ ସସ୍ମିତ ପାତ୍ରଙ୍କୁ ମିଳିଛି ଗୁରୁ ଦାୟିତ୍ୱ । IPUରେ ଭାରତ ପାଇଁ ପ୍ରତିନିଧିତ୍ୱ କରିବେ ସାସଂଦ ସସ୍ମିତ ପାତ୍ର । ମାର୍ଚ୍ଚ ୧୧ ତାରିଖରୁ ୧୫ ତାରିଖ ମଧ୍ୟରେ ବାହାରିନରେ ଅନୁଷ୍ଠିତ ହେବାକୁ ଯାଉଛି IPU ଅଧିବେଶନ । ବିଶ୍ୱର ୧୭୮ଟି ଦେଶର ସାଂସଦ ପ୍ରତିନିଧି କାର୍ଯ୍ୟକ୍ରମରେ ଯୋଗଦେବେ । ବିଭିନ୍ନ ଦେଶ ପରସ୍ପର ଭିତରେ ଆଲୋଚନା ଓ ପର୍ଯ୍ୟାଲୋଚନା ପାଇଁ ଏହା ସବୁଠାରୁ ବଡ଼ ମଞ୍ଚ । ଉପରାଷ୍ଟ୍ରପତି ଜଗଦୀପ ଧନକଡଙ୍କ ଦ୍ୱାରା ମନୋନୀତ ହୋଇଛନ୍ତି ସାଂସଦ ସସ୍ମିତ ପାତ୍ର । ଗତବର୍ଷ ମଧ୍ୟ ମନୋନୀତ ହୋଇଥିଲେ ସାଂସଦ ସସ୍ମିତ ପାତ୍ର ।
More Stories
ଲାଗୁ ହେଲା ଅଷ୍ଟମ ବେତନ ଆୟୋଗ, ଜାଣନ୍ତୁ କେତେ ବଢିବ ଦରମା
ଗଣତନ୍ତ୍ର ଦିବସ ପାଇଁ ଦିଲ୍ଲୀରେ ସ୍ପେଶାଲ ଟ୍ରାଫିକ୍ ବ୍ୟବସ୍ଥା
2025 ରିପବ୍ଲିକ୍ ଡେ ହାଇଲାଇଟ୍ସ୍