ଭାରତ ପକ୍ଷରୁ ବିଦେଶ ଗସ୍ତ କରିବେ ସସ୍ମିତ ପାତ୍ର । ଆସନ୍ତା ୧୧ରୁ ୧୫ ତାରିଖ ଯାଏ ରାଓ୍ୱଣ୍ଡାର କିଗାଲିରେ ଅନୁଷ୍ଠିତ ହେବ ୧୪୫ତମ ଇଣ୍ଟର-ପାର୍ଲାମେଣ୍ଟାରୀ ୟୁନିଅନ ଆସେମ୍ବ୍ଲି । ଏହି ସମ୍ମିଳନୀରେ ଯୋଗଦେବେ ସାଂସଦ ଡକ୍ଟର ସସ୍ମିତ ପାତ୍ର । ସସ୍ମିତଙ୍କୁ ଚୟନ କରିଛନ୍ତି ରାଜ୍ୟସଭା ଅଧ୍ୟକ୍ଷ । ଏହି ଅଧିବେଶନରେ ଯୋଗଦେବେ ୧୭୦ଟି ଦେଶର ସଂସଦୀୟ ପ୍ରତିନିଧି ଯୋଗଦେଉଥିବା ବେଳେ ସସ୍ମିତ ମଧ୍ୟ ଗସ୍ତ କରିବେ । ଏହି ଗୁରୁତ୍ବପୂର୍ଣ୍ଣ ସମ୍ମିଳନୀରେ ଯୋଗ ଦେବାକୁ ମନୋନୀତ ହୋଇଥିବାରୁ କୃତଜ୍ଞତା ଜଣାଇଛନ୍ତି ଡକ୍ଟର ପାତ୍ର ।
“The eyes believe themselves, the ears believe other people.”
More Stories
ଏହି ସବୁ ସମସ୍ୟା ଥିଲେ ଖାଆନ୍ତୁ ନାହିଁ ଆମ୍ବ
ଅଧିକ ଚା ପିଉଥିଲେ ଜାଣନ୍ତୁ ଏହି ନିୟମ
ଛତୁ ଭେଜ୍ ନା ନନଭେଜ୍