ଆଇସିସିର କ୍ଷମତାକୁ ଋଷର ଖୋଲାଖୋଲି ଚ୍ୟାଲେଞ୍ଜ । ୠଷ ଆଇସିସିର ଅଭିଯୋଗକୁ ଖଣ୍ଡନ କରିଛି । ଯୁଦ୍ଧ ଅପରାଧର ଅଭିଯୋଗକୁ ଭିତ୍ତିହୀନ କହିଛି ଋଷିଆ ବିଦେଶ ମନ୍ତ୍ରାଳୟ । ଏହାସହ ଆଇସିସିର ନିଷ୍ପତିକୁ ବେଖାତିର ମଧ୍ୟ କରିଛି । ଆଇସିସିର ସଦସ୍ୟ ୠଷ ନୁହେଁ, ତେଣୁ କୋର୍ଟଙ୍କ ଆଦେଶ ଗ୍ରହଣୀୟ ନୁହେଁ ବୋଲି କ୍ରେମଲିନ କହିଛି । ଋଷ ସୁରକ୍ଷା ପରିଷଦର ଡେପୁଟି ଚେୟାରମ୍ୟାନ ଦିମିତ୍ରୀ ମେଡଭେଡେଭ ଆଇସିସିର ଗିରଫ ୱାରେଣ୍ଟକୁ ଟଏଲେଟ ପେପର ସହ ତୁଳନା କରିଛନ୍ତି ।
More Stories
ଶୀତରୁ ବଞ୍ଚିବାର ସହଜ ଉପାୟ
କାହିଁକି ଅଟକିଲା ସାହିତ୍ୟ ଅକାଡେମୀ ଆୱାର୍ଡ
ପିଏମ୍ ସ୍ୱନିଧି ଯୋଜନାରେ ବଡ ପରିବର୍ତ୍ତନ