Hydra facial

Hydra facial is in trend.

ହାଇଡ୍ରା ଫେସିଆଲ୍‌
ଆଜିର ସମୟରେ ନିଜକୁ ଅଧିକ ସୁନ୍ଦର କରିବା ପାଇଁ ଯୁବତୀମାନଙ୍କ ମଧ୍ୟରେ ହାଇଡ୍ରା ଫେସିଆଲର ପ୍ରଚଳନ ରହିଛି । ଚେହେରାବର୍ଣ୍ଣରେ ସୁଧାର ଏବଂ ଚମକ ଆଣିବା ପାଇଁ ଏହି ଫେସିଆଲ ବେଶ୍‌ ଲାଭଦାୟକ । ଏହି ହାଇଡ୍ରା ଫେସିଆଲରେ ୩୦ ମିନିଟ ଅବଧିରେ ତ୍ୱଚାକୁ ସଫା କରିବାର କ୍ଷମତା ରହିଛି । ମୁହଁର ମୃତ କୋଷିକାକୁ ଦୂର କରିଥାଏ । ଏହାଦ୍ୱାରା ତ୍ୱଚାକୁ ମଶ୍ଚରାଇଜର କରାଯାଏ । ତେବେ ଏହି ଫେସିଆଲ କରିବା ପରେ ଚେହେରାର କୋମଳତା ଫେରିଥାଏ । ଏହି ଟ୍ରିଟମେଣ୍ଟକୁ କୌଣସି ବୟସର ମହିଳାମାନେ କରିପାରିବେ, କିନ୍ତୁ ବିୟୁଟି ଏକ୍ସପର୍ଟଙ୍କ ଅନୁଯାୟୀ ଏହାକୁ ୨୫ ବର୍ଷ ଆୟୁ ପରେ କରିବା ଉଚିତ । ଏହି ଥେରାପିକୁ ବିଭିନ୍ନ ପର୍ଯ୍ୟାୟରେ ସମ୍ପୂର୍ଣ୍ଣ କରାଯାଏ ।

https://thetopmost.in/?p=1738

https://thetopmost.in/?p=1735

https://thetopmost.in/?p=1747

SHARE BY