ପ୍ରତିବର୍ଷ ଫେବୃଆରୀ 12 ରେ ଦମ୍ପତିମାନେ ହଗ୍ ଡେ ପାଳନ କରନ୍ତି । ଭାଲେଣ୍ଟାଇନ୍ ସପ୍ତାହର ଏହା ହେଉଛି ଷଷ୍ଠ ଦିନ । ସମସ୍ତେ ନିଜ କ୍ରସ୍ କିମ୍ବା ପାର୍ଟନରଙ୍କୁ ଏକ ବିଶେଷ ଢଙ୍ଗରେ ଓ୍ବିସ୍ କରିବାକୁ ଚାହାଁନ୍ତି । ଯଦି ତୁମେ ମଧ୍ୟ ତୁମର ଭାଲେଣ୍ଟାଇନ୍ ଓ୍ବିସ୍ କରିବା ପାଇଁ କିଛି ଖାସ୍ ଖୋଜୁଛ, ତେବେ ଆପଣଙ୍କ ଖୋଜା ଏଇଠି ଶେଷ ହେବ ।
ଭାଲେଣ୍ଟାଇନ୍ ସପ୍ତାହର ପ୍ରତ୍ୟେକ ଦିନ ଦୁଇ ପ୍ରେମୀଙ୍କ ପାଇଁ ଅତ୍ୟନ୍ତ ସ୍ୱତନ୍ତ୍ର । 12 ଫେବୃଆରୀ ସାରା ବିଶ୍ୱରେ ‘ଆଲିଙ୍ଗନ ଦିବସ’ ବା ହଗ୍ ଡେ ଭାବରେ ପାଳନ କରାଯାଏ । ଏପରି ପରିସ୍ଥିତିରେ, ଯଦି ତୁମେ ତୁମର ସାଥୀକୁ ପଠାଇବା କିମ୍ବା କ୍ରସ୍ କରିବା ପାଇଁ ଏକ ସ୍ୱତନ୍ତ୍ର ବାର୍ତ୍ତା କିମ୍ବା କବିତା ଖୋଜୁଛ, ତେବେ ଏହି ଲେଖା କେବଳ ତୁମ ପାଇଁ । ଆସନ୍ତୁ ନଜର ପକାଇବା ଏହି ସ୍ପେସାଲ ଓ୍ବିସ୍ ଉପରେ, ଯାହା ଆପଣଙ୍କ ଦିନ କୁ ଖାସ୍ ବନେଇଦେବ ।
1) देखा है जबसे तुमको मेरा दिल नहीं है बस मैं,
जी चाहे आज तोड़ दूं दुनिया की सारी रस्मे,
तेरा साथ चाहता हूं,
तेरा हाथ चाहता हूं,
बांहों में तेरी रहना,
मैं दिन रात चाहता हूं।
हैप्पी हग डे…
2) कोई कहे इसे जादू की झप्पी,
कोई कहे इसे प्यार,
मौका खूबसूरत है,
आ गले लग जा मेरे यार।
हैप्पी हग डे…
3) अपनी बांहों में मुझे बिखर जाने दो,
सांसों से अपनी मुझे महक जाने दो,
दिल बेचैन है कब से इस प्यार के लिए,
आज तो अपने सीने में मुझे उतर जाने दो।
हैप्पी हग डे…
4) रोमियो ने जैसे जूलिएट को,
लैला ने जैसे मजनू को,
हीर ने जैसे रांझा को,
लगाया था गले प्रिय,
तुम भी मुझे बस उसी तरह गले से लगा लो प्रिय।
हैप्पी हग डे…
5) सिर्फ एक बार गले लगाकर,
मेरे दिल की धड़कन सुन,
फिर लौटने का इरादा हम तुम पर छोड़ देंगे।
हैप्पी हग डे…
More Stories
କେମିତି ଜାଣିବେ ପେଟ୍ରୋଲ୍ ଡିଜେଲ ଭର୍ତ୍ତିରେ କେତେ ହେଉଛି ଠକେଇ
ଡେଲିଭରି ବୟଙ୍କୁ ପୋଲିସଙ୍କ ଅତ୍ୟାଚାର, ଦେଖିଲେ ଛାତି ଥରି ଉଠିବ
ଲଗଜୁରୀ ହୋଟେଲରୁ ବଳିଗଲା ବନ୍ଦେଭାରତ ସ୍ଲିପର୍ ଟ୍ରେନ୍