Discovered greek Under water museum.

Discover greece’s first ancient Under water museum.

ପାଣି ଭିତରେ ମୁ୍ୟଜିୟମ
ସାଧାରଣତଃ ମୁ୍ୟଜିୟମରୁ ଇତିହାସ ସମ୍ଭନ୍ଧରେ ଅନେକ ତଥ୍ୟ ମିଳିଥାଏ । ହେଲେ ପାଣି ମଧ୍ୟରେ କେହି କେଭେ ମୁ୍ୟଜିୟମ ଥିବ ବୋଲି କଳ୍ପନା କରିନଥିବେ । ଗ୍ରୀକ୍‌ରେ ରହିଛି ଏହି ରହସ୍ୟମୟୀ ଆଇଲାଣ୍ଡ, ଯେଉଁଠାରେ ଅଣ୍ଡରୱାଟର ମୁ୍ୟଜିୟମ ରହିଛି । ଆଗେନା ସମୁଦ୍ର ମଧ୍ୟରେ ପ୍ରାୟ ୩୦ ମିଟର ଭିତରେ ରହିଛି ଏହି ମୁ୍ୟଜିୟମଟି । ଏହା ବର୍ତ୍ତମାନ ପର୍ଯ୍ୟଟକଙ୍କର ଆର୍କଷଣର କେନ୍ଦ୍ରବିନ୍ଦୁ ସାଜିଛି । ଏହା ପର୍ଯ୍ୟଟକଙ୍କୁ ଏକ ନୂଆ ଅନୁଭୂତି ପ୍ରଦାନ କରିବ । ସ୍କୁବା ଡାଇଭିଂ ସହ ଅତୀତ ବିଷୟରେ ଜାଣିବାର ସୁଯୋଗ ଏହା ଦେବ । ମୁ୍ୟଜିୟମଟି ଖୋଲିବା ପରେ ଅନେକ ଲୋକ ଏଠାକୁ ଯିବାକୁ ଆଗ୍ରହ ପ୍ରକାଶ କରିଛନ୍ତି । ପ୍ରଥମେ ଏକ ୬ ଜଣିଆ ଦଳ ନିଜର ଗାଇଡ୍‌ଙ୍କ ସହିତ ଯାଇ ଏହି ମୁ୍ୟଜିୟମ ବୁଲି ଦେଖିଛନ୍ତି । ସେହିଭଳି ଆଗକୁ ପ୍ରାୟ ୩୦୦ ଜଣ ଏଠାକୁ ଯିବାକୁ ଅପେକ୍ଷା କରିଛନ୍ତି । ଏହା ସବୁ ଋତୁରେ ପର୍ଯ୍ୟଟକଙ୍କ ପସନ୍ଦରେ ରହିବ ବୋଲି ସୋସିଆଲ ମିଡିଆରେ ମତ ପ୍ରକାଶ ପାଇଛି । ସୋସିଆଲ ମିଡିଆରେ ମୁ୍ୟଜିୟମର ଫଟୋ ଭାଇରାଲ ହେବାରେ ଲାଗିଛି । ଲୋକ ମାନେ ଏହି ମୁ୍ୟଜିୟମର ଏଭଳି ଫର୍ମାଟକୁ ବେଶ୍‌ ପସନ୍ଦ କରୁଛନ୍ତି ।

Underwater-Museum-
Underwater-Museum- @thetopmost-01

https://thetopmost.in/?p=1327

https://thetopmost.in/?p=1308

https://thetopmost.in/?p=1268

https://thetopmost.in/?p=1332

https://thetopmost.in/?p=1341

SHARE BY