୧୦ ଲକ୍ଷରେ ବିକ୍ରି ହେଉଛି କି ଚାକିରି ? ପରୀକ୍ଷା ପୂର୍ବରୁ CGL ପ୍ରଶ୍ନପତ୍ର ଲିକ୍ ସନ୍ଦେହରେ ବାଲେଶ୍ବର ପୋଲିସର ଚଢ଼ାଉ । ପଶ୍ଚିମବଙ୍ଗ ଦୀଘାର ଏକ ହୋଟେଲରେ ପରୀକ୍ଷାର୍ଥୀଙ୍କୁ ନେଇ ପ୍ରଶ୍ନ ଏବଂ ଉତ୍ତର କୁହାଯିବା ଖବର ପାଇ ଚଢ଼ାଉ କରିଛି ପୋଲିସ । ଚଢ଼ାଉ ସମୟରେ ୮୮ ଜଣ ଛାତ୍ରଛାତ୍ରୀ ଓ ୯ ଜଣ ଦଲାଲଙ୍କ ସହିତ ଗୋଟିଏ ବସ୍ ଓ ୭ରୁ ଅଧିକ ଗାଡ଼ିକୁ ଅଟକ ରଖିଛି ପୋଲିସ । ଏଥିରେ ଓଡ଼ିଶାର ବିଭିନ୍ନ ଜିଲ୍ଲାର ପରୀକ୍ଷାର୍ଥୀ ଥିବା ସୂଚନା ମିଳିଛି । ଘଟଣାରେ ଅଧିକ ତଦନ୍ତ କରୁଛି ବାଲେଶ୍ବର ଜିଲ୍ଲା ପୋଲିସ ପୋଲିସ ।
More Stories
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା