ବିଶ୍ୱର ବୟସ୍କା ଗରିଲାବିଶ୍ୱର ସବୁଠାରୁ ବୟସ୍କା ଗରିଲା ନିଜର ୬୫ତମ ଜନ୍ମଦିନ ପାଳିଛି । ସାଧାରଣ ଗୋଟିଏ ଗରିଲା ୩୫ରୁ ୪୦ ବର୍ଷ ବଞ୍ଚିଥାଆନ୍ତି । ହେଲେ...
WORLD
ଚପ୍ଷ୍ଟିକ୍ ବଢାଇବ ଖାଦ୍ୟର ସ୍ୱାଦବିଭିନ୍ନ ନୂଆ ଉପକରଣ ବାହାର କରିବାରେ ଜାପାନ ସର୍ବଦା ଆଗରେ ରହିଥାଏ । ସେହି କ୍ରମରେ ନିଜର ଉପକରଣ ତାଲିକାରେ ଆଉ ଏକ...
ମଙ୍ଗଳରେ ଏଲିଅନ !ବିଭିନ୍ନ ସମୟରେ ସ୍ପେସ୍ ଏଜେନ୍ସି ନାସା ପକ୍ଷରୁ ମହାକାଶକୁ ନେଇ ଅନେକ ଫଟୋ ପ୍ରସାରଣ କରାଯାଇଥାଏ । ଯାହା ସର୍ବଦା ଭିନ୍ନଭିନ୍ନ ତଥ୍ୟ ପ୍ରଦାନ...
କମେଡି ବାଦଶାହଚାର୍ଲି ଚାପଲିନ୍ କମେଡି ଦୁନିଆର ଏକ ପରିଚିତ ନାଁ । ତାଙ୍କ ପ୍ରଂଶସକଙ୍କ ଭିତରେ ଦୀର୍ଘ ଦଶନ୍ଧିର ପିଢି ମିଳିଥାଆନ୍ତି । ସେ କମେଡିର ପରିଭାଷାକୁ...
ମିରାକିଲ୍ ଗାର୍ଡେନ୍ସାଧାରଣ ଫୁଲ ବଗିଚାଟିଏ ସମସ୍ତଙ୍କୁ ଆର୍କଷଣୀୟ ଲାଗିଥାଏ । ତେବେ ବିଶ୍ୱରେ ଏଭଳି ଅନେକ ବଗିଚା ରହିଛି ଯାହା ନିଜର ସୌନ୍ଦର୍ଯ୍ୟ ପାଇଁ ପ୍ରର୍ଯ୍ୟଟକଙ୍କ ମନରେ...
ପାଣି ଭିତରେ ମୁ୍ୟଜିୟମସାଧାରଣତଃ ମୁ୍ୟଜିୟମରୁ ଇତିହାସ ସମ୍ଭନ୍ଧରେ ଅନେକ ତଥ୍ୟ ମିଳିଥାଏ । ହେଲେ ପାଣି ମଧ୍ୟରେ କେହି କେଭେ ମୁ୍ୟଜିୟମ ଥିବ ବୋଲି କଳ୍ପନା କରିନଥିବେ...
କ୍ୟାଣ୍ଡେଲ୍ରେ ଶ୍ରଦ୍ଧାଞ୍ଜଳୀ ୟୁକ୍ରେନ୍ ଉପରେ ଋଷର ଆକ୍ରମଣ ଅବିରାମ ଚାଲିଛି । ଏହି ଯୁଦ୍ଧରେ ଅନେକ ୟୁକ୍ରେନ୍ ବାସୀଙ୍କର ମୃତୁ୍ୟ ଘଟିଥିବା ସହ ଦିନକୁ ଦିନ ସଂଖ୍ୟା...
କୋରିଆନ ଶୋ’ରେ ଅନୁଷ୍କାକମ୍ ଆୟୁରେ ମନୋରଞ୍ଜନ ଜଗତରେ ନିଜକୁ ପ୍ରତିଷ୍ଠିତ କରାଇଥିବା ଅଭିନେତ୍ରୀ ଅନୁଷ୍କା ସେନ୍ ଆଜିକାଲି ଲାଇମଲାଇଟ୍ରେ । ସୋସିଆଲ ମିଡିଆରେ ଅଭିନେତ୍ରୀ ଅନୁଷ୍କା ବହୁତ...
କାଓ ଲେଡି ରୁଥ୍ଭାରତରେ ଗାଈକୁ ଗୋମାତା ରୂପେ ପୂଜା କରାଯାଇଥାଏ । ତେବେ ଜଣେ ଆମେରିକୀୟ ମହିଳା ଗାଈ ପ୍ରତି ଅହେତୁକ ଭଲପାଇବା ଦେଖାଇଛନ୍ତି । ମହିଳା...
ସୌରମଣ୍ଡଳର ସୂର୍ଯ୍ୟ ଦିଗରୁ ଷଷ୍ଠ ଗ୍ରହ ଶନିର ଅଛି ୮୮ ଚନ୍ଦ୍ର । ସେଥିରୁ ସବୁଠୁ ବଡ଼ ଚନ୍ଦ୍ରର ନାମ ଟାଇଟନ । ଟାଇଟନରେ ଜୀବଜଗତ ତିଷ୍ଠି...