ଖାଦ୍ୟ ଅପମିଶ୍ରଣ ଘଟଣା ନୁଆ ନୁହେଁ। ଏହା ଅନେକ ବର୍ଷ ଧରି ଘଟି ଚାଲିଛି। ଗୋଟିଏ ସାଧାରଣ ଘଟଣା ଭାବେ ଲୋକଲୋଚନକୁ ଆସିବାର ମାତ୍ର ବର୍ଷକ ମଧ୍ୟ...
ODISHA
ଟେକ୍ସଟାଇଲ୍ ଟେଲସ୍ ଫ୍ରମ୍ ଟ୍ରାଇବାଲ ଓଡ଼ିଶାଲେଖକ ରାଜା ପରିଜାଙ୍କ ବହି ପଢିବା ପାଇଁ ସମସ୍ତେ ଉତ୍କଣ୍ଠାର ସହ ଚାହିଁ ବସିଥାଆନ୍ତି । ତାଙ୍କ ବହିରେ ଭରି ରହିଥାଏ...
ବର୍ଷକ ବାର ମାସ ଓ ୧୨ ସଂକ୍ରାନ୍ତି । ଆମ କିମ୍ବଦନ୍ତୀ ଓ ବିଜ୍ଞାନ କୁହେ ସୂର୍ଯ୍ୟ ଯେତେବେଳେ ଗୋଟିଏ ରାଶିରୁ ଅନ୍ୟ ରାଶିକୁ ସଂକ୍ରମଣ କରନ୍ତି...
ରାଜଧାନୀର ୭୪ତମ ପ୍ରତିଷ୍ଠା ଦିବସ: ଅପରାଜିତାଙ୍କୁ ନାହିଁ ନିମନ୍ତ୍ରଣ୭୪ ବର୍ଷରେ ପାଦ ଥାପିଛି ରାଜଧାନୀ ଭୁବନେଶ୍ୱର । ଆଜିର ଦିନକୁ ସ୍ମାର୍ଟ ସିଟି ଭୁବନେଶ୍ୱର ପ୍ରତିଷ୍ଠା ଦିବସ...
ସୁଜଳା ସୁଫଳା ଶସ୍ୟ ଶ୍ୟାମଳା ଆମର ଏ ଉତ୍କଳ ଭୂଇଁ । କେତେ ନଦ ନଦୀ ପାହାଡ଼ ଜଙ୍ଗଲ ଘେରା ପକୃତିର ଶୋଭାରାଜି ଅତୁଳନୀୟ । କଳା...
କଟକ ଜିଲ୍ଲା ଆଠଗଡ ନିର୍ବାଚନ ମଣ୍ଡଳୀ ଅଖ୍ୟାତ ଛୋଟିଆ ଗାଁଟିଏ ଖଣ୍ଡହତା । କୁହାଯାଏ ତିଗିରିଆ ଗଡଜାତ ଅଞ୍ଚଳ ସେତେବେଳେର ରାଜାଙ୍କର ଶୈଳନିବାସ ଥିଲା ଏହି ଗାଁ...
ପୁରୀ: ମାର୍ଚ୍ଚ ୨୬: ବିଭିନ୍ନ କାରଣକୁ ନେଇ ଶ୍ରୀମନ୍ଦିର ଐତିହ୍ୟ କରିଡର ପ୍ରକଳ୍ପ ପାଇଁ ବିବାଦ ଦେଖାଦେଇଛି । କିନ୍ତୁ ଏବେ ଘଟଣାକ୍ରମ କିଛି ଭିନ୍ନ ।...
ଆଜିର ଏହି ସମସ୍ୟାବହୁଳ ସମୟ, ଯେଉଁଠାରେ ମଣିଷ ଟିକିଏ ସୁଖ ପାଇବା ପାଇଁ କେତେ ଯେ ଦୁଃଖ, କଷ୍ଟ, ଯନ୍ତ୍ରଣା ସହୁଛି ତା’ର ଠିକଣା ନାହିଁ ।...
ବାରଙ୍ଗ: ମାର୍ଚ୍ଚ ୦୯: ନନ୍ଦନକାନନ ପାଚିରୀ ଭାଙ୍ଗି ପଶିଲେ ଦୁଇ ଜଙ୍ଗଲୀ ହାତୀ । ଫଳରେ ପର୍ଯ୍ୟଟକଙ୍କୁ ନନ୍ଦନକାନନରେ ପ୍ରବେଶ ପାଇଁ ବାରଣ କରାଯାଇଛି । ମଙ୍ଗଳବାର...
କୋଣାର୍କ: ମାର୍ଚ୍ଚ୦୮: ଆନ୍ତର୍ଯାତୀୟ ମହିଳା ଦିବସ ଉପଲକ୍ଷେ ସରକାରଙ୍କ ତରଫରୁ ବହୁ ବ୍ୟବସ୍ଥା କରାଯାଇଥାଏ । ତେବେ ଏ ନେଇ ଓଡିଶା ସରକାର ମଧ୍ୟ ପଛରେ ନାହାନ୍ତି...