ଭୁବନେଶ୍ବର : ବିଏମ୍ସିରେ ୫୪ କୋଟି ଟଙ୍କାର ଭାଉଚର ଉଭାନ୍ ଘଟଣାରେ ତନାଘନା ଆରମ୍ଭ ହୋଇଛି। କେଉଁଠି ରହିଲା ଫାଇଲ୍? କିଏ ଜାଣି ଜାଣି ରଖିଛି ନା...
ODISHA
() ରାଜ୍ୟବାସୀଙ୍କୁ ରଜ ଉପଲକ୍ଷେ ଭେଟି….ବର୍ଷାରେ ଭିଜିବ ସାରା ଓଡ଼ିଶା । ଆଜି କିମ୍ବା ଆସନ୍ତାକାଲି ସୁଦ୍ଧା ରାଜ୍ୟର କିଛି ଅଞ୍ଚଳକୁ ଛୁଇଁବ ମୌସୁମୀ ବାୟୁ ।...
() ବନସ୍ତେ ଡାକିଲା ଗଜ…ବରଷକେ ଥରେ ଆସିଛି ରଜ…ଆଜି ହେଉଛି ଓଡିଶାର ଗଣପର୍ବ ରଜପର୍ବ । ଯାହାକି ପ୍ରତ୍ୟେକ ଓଡିଆଙ୍କର ପ୍ରଧାନ ପର୍ବ ଭାବେ ଘରେ ଘରେ...
() ଦୀର୍ଘ ଦୁଇବର୍ଷ ଅପେକ୍ଷାର ଅନ୍ତ ଘଟିଛି । ଶେଷରେ ପୁଣି ଏକାଠି ହୋଇଛନ୍ତି ଭକ୍ତ ଓ ଭଗବାନ । ଚଳିତବର୍ଷ ସ୍ନାନ ମଣ୍ଡପରେ ଭକ୍ତଙ୍କୁ ଦର୍ଶନ...
ସୁବର୍ଣ୍ଣପୁର ବ୍ଲକ ଛକ ଟ୍ରାଫିକରେ ଏକ ଟ୍ରାଭେରା ଓ କାର୍ ମୁହାଁମୁହିଁ ଧକ୍କା ହେବାଫଳରେ ୧୨ ଜଣ ଆହତ ହୋଇଛନ୍ତି। ସମସ୍ତଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି...
()ବହୁ ମହିଳାଙ୍କୁ ବିବାହ କରି ଠକିଥିବା ନକଲି ଡାକ୍ତର ରମେଶ ସ୍ୱାଇଁଙ୍କ ନାଁରେ ଆଜି ଚାର୍ଜସିଟ୍ ଦାଖଲ ହୋଇଛି। ରମେଶର ଭଉଣୀ ରଶ୍ମିତା, ଦ୍ୱିତୀୟ ପତ୍ନୀ କମଳା,...
() ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା। ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବେ ମହାପ୍ରଭୁ। ଏଥିପାଇଁ ରତ୍ନ ସିଂହାସନ ଛାଡ଼ି ସ୍ନାନବେଦୀରେ ବିରାଜମାନ କରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି।...
() ଭବାନୀପାଟଣାରୁ ବିଜୟଓ୍ବାଡା ଯାଉଥିବା ବେଳେ ଭାରସାମ୍ୟ ହରାଇ ଓଲଟିଲା ବସ୍ । ଆନ୍ଧ୍ର ସୀମାନ୍ତ ଚିନ୍ତୁର ଥାନା ବୋଡୁଗୁଦେମ୍ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ।...
() ୨୪ତମ ବାଚସ୍ପତି ହେଲେ ବିକ୍ରମ କେଶରୀ ଆରୁଖ । ଗୃହରେ ବିଧାନସଭା ସ୍ବତନ୍ତ୍ର ଅଧିବେଶନରେ ନାମ ଘୋଷଣା କଲେ ଉପବାଚସ୍ପତି ରଜନୀକାନ୍ତ ସିଂ । ତେବେ...
() ଅଭିନବ ଉପାୟରେ ଚରସ ଚୋରା ଚାଲାଣ । ‘କୋବ୍ରା ବ୍ରାଣ୍ଡ୍ କୋହିନୂର’ ବାସୁମତି ଚାଉଳ ପ୍ୟାକେଟରେ ହେଉଥିଲା ଚୋରା ଚାଲାଣ । ଗୁଜରାଟର କଚ୍ଛ ଜିଲ୍ଲା...