NATIONAL

କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ବିଏସ ୟେଦୁରୁପ୍ପା ରାଜନୀତିରୁ ଅବସର ନେଇଛନ୍ତି । ସେ ଆଜି ବିଧାନସଭାରେ ତାଙ୍କର ଶେଷ ଭାଷଣ ଦେଇଥିଲେ।...

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ମାଷ୍ଟରକାର୍ଡର ପୂର୍ବତନ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅଜୟ ବାଙ୍ଗାଙ୍କୁ ଗୁରୁଦାୟିତ୍ୱ ଦେଇଛନ୍ତି । ସେ ୱାଶିଂଟନ ପକ୍ଷରୁ ବାଙ୍ଗାଙ୍କୁ ବିଶ୍ୱବ୍ୟାଙ୍କର ନେତୃତ୍ୱ ନେବାକୁ ମନୋନୀତ...

ଜାତିସଂଘରେ ଋଷ ବିରୋଧରେ ପ୍ରସ୍ତାବ ପାରିତ ହୋଇଛି । ୟୁକ୍ରେନରୁ ଋଷ ସେନା ପ୍ରତ୍ୟାହାର କରିବା ନେଇ ପାଶ୍ଚାତ୍ୟ ଦେଶଗୁଡିକ ଦେଇଥିବା ପ୍ରସ୍ତାବ ଜାତିସଂଘରେ ପାରିତ ହୋଇଛି...

ସ୍ବର୍ଗତ ନବ ଦାସ ହତ୍ୟା ମାମଲା । ତଦନ୍ତରେ ସହଯୋଗ ପାଇଁ ଓଡ଼ିଶା ଆସିପାରେ ଏଫବିଆଇର ବିଏୟୁ । କ୍ରାଇମବ୍ରାଞ୍ଚ ପକ୍ଷରୁ ଯୋଗାଯୋଗ ପରେ ବିହେବିଏରାଲ ୟୁନିଟ୍ ...

ଆଜିଠାରୁ କଂଗ୍ରେସର ମହାଅଧିବେଶନ । ଛତିଶଗଡ଼ ରାୟପୁରରେ ଆୟୋଜିତ ହେଉଥିବା ଏହି ଅଧିବେଶନରେ ସାମିଲ ହେବେ ୧୮୨୫ରୁ ଅଧିକ ନିର୍ବାଚିତ କର୍ମକର୍ତ୍ତାଙ୍କ ସହ ପ୍ରାୟ ୧୫ ହଜାର...

ଆଗାମୀ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ହୋଇଥିବା ମେଘାଳୟ ବିଧାନସଭା ବାଚସ୍ପତି ମେତବାହ ଲିଙ୍ଗଡ଼ୋ ହେଉଛନ୍ତି ସବୁଠୁ ଧନୀ ପ୍ରାର୍ଥୀ, ଯାହାଙ୍କ ସମ୍ପତ୍ତିର ପରିମାଣ ଗତ ୫...

କଂଗ୍ରେସ ଛାଡିଲେ ଭାରତର ପ୍ରଥମ ଗଭର୍ଣ୍ଣର୍‌ ଜେନେରାଲ୍‌ ସି. ରାଜଗୋପାଳଚାରୀଙ୍କ ନାତି ସି. ଆର୍‌. କେଶବନ୍‌ । ୨୦୦୧ରେ ବିଦେଶରେ ଭଲ କ୍ୟାରିୟର୍‌ ଛାଡ଼ି ସେ କେମିତି...

ବଡ଼ଧରଣ ଭୂକମ୍ପ ଝଟକାରେ ଥରିଲା ଚାଇନା । ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୭.୩ ଥିବାରୁ ବ୍ୟାପକ କ୍ଷୟକ୍ଷତି ହେବାର ଆଶଙ୍କା । ଚାଇନା ଗଣମାଧ୍ୟମର ରିପୋର୍ଟ ଅନୁସାରେ,...

ଥାନା ଓ ତଦନ୍ତକାରୀ ସଂସ୍ଥା କାର୍ଯ୍ୟାଳୟରେ ସିସିଟିଭି କ୍ୟାମେରା ଲଗାଇବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ । ଏହାକୁ ମାସକ ଭିତରେ କାର୍ଯ୍ୟକାରୀ କରିବାକୁ ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ।...